ସିରିଜ ବୋମା ମାଡ଼, 4 ଜଣଙ୍କୁ ସଂଘବଦ୍ଧ ଆକ୍ରମଣ
·1 year ago

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା କେଶେରା ଗ୍ରାମ ନିକଟ କାଳୀ ମନ୍ଦିର ଠାରେ ସିରିଜ ବୋମା ମାଡ଼ । ପରେ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୂର୍ବୃତ୍ତ । 4 ଜଣଙ୍କୁ ସଂଘବଦ୍ଧ ଆକ୍ରମଣ । ଗୁରୁତର ଅବସ୍ଥାରେ ସୋରଡ଼ା ମେଡ଼ିକାଲରେ ଭର୍ତ୍ତି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହୋଇଛି ଅଘଟଣ ।
ଆହୁରି ପଢନ୍ତୁ ଓଡିଶା ଖବର...
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: