Videos
|
Odisha

ଭାଲୁ ଆକ୍ରମଣରେ ଗୁରୁତର

Rashmita Mishra
Browse all articles by Rashmita Mishra
·2 years ago
ଭାଲୁ ଆକ୍ରମଣରେ ଗୁରୁତର

ଅର୍ଗସ ବ୍ୟୁରୋ: ଆନନ୍ଦପୁର ମେଡିକାଲ ରେ ଭର୍ତ୍ତି। ଘଷିପୁରା ଥାନା କାଦୁଅବାହାଳି ଗାଁର ଗଙ୍ଗାଧର ମୁଣ୍ଡା ନାମକ ବ୍ୟକ୍ତି ସକାଳୁ ଶୌଚ ହେବାକୁ ଗାଁ ନିକଟସ୍ଥ ଜଙ୍ଗଲ କୁ ଯାଇଥିବା ସମୟରେ ଅଚାନକ ୪ ଟି ଭାଲୁ ହାବୁଡ଼ରେ ପଡି ଯାଇଥିଲେ। ତେବେ କୌଶଳକ୍ରମେ ସେ ସେଠାରୁ ଖସି ଆସିଥିଲେ। ଗଙ୍ଗାଧର ଙ୍କ ଛାତି ସମେତ ମୁଣ୍ଡରେ ଆଘାତ ଲାଗିଛି। ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ଆନନ୍ଦପୁର ମେଡିକାଲ ରେ ଭର୍ତ୍ତି କରିବା ପରେ ଚିକିତ୍ସା ଜାରି ରହିଛି।

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Serious in bear attack | Argus News