ଭଡାଘରେ ସେକ୍ସ ରାକେଟ: ୪ ଗ୍ରାହକ ଗିରଫ
·2 years ago

ଅର୍ଗସ ବ୍ୟୁରୋ: ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମ ନିକଟ ଖର୍ସେଲ ପଡାରେ ସେକ୍ସ ରାକେଟ ଠାବ। ବିଳମ୍ବିତ ରାତିରେ ଅଚାନକ ପୋଲିସ ଚଢାଉ କରିଥିଲା। ଭଡାଘରେ ସେକ୍ସ ରାକେଟ ଚାଲୁଥିବା ନେଇ ପୋଲିସ ଚଢାଉ କରିଥିଲା। ଘର ଭିତରେ ୪ଜଣ ଦେହଜୀବୀଙ୍କ ସହ ୪ଜଣ ଗ୍ରାହକ ଥିଲେ।
ଦେହଜୀବୀଙ୍କୁ ଅଟକ ରଖିବା ସହ ୪ଜଣ ଗ୍ରାହକଙ୍କୁ ପୋଲିସ ଗିରଫ କରିଥିବା ସୂଚନା ଦେଇଛନ୍ତି ଏସଡିପିଓ ପ୍ରଦୀପ ସାହୁ। ଗତ ଫେବୃଆରୀ ମାସରୁ ଏହି ଭଡାଘରେ ସେକ୍ସ ରାକେଟ ଚାଲୁଥିବା ନେଇ ପୋଲିସ ସୂଚନା ଦେଇଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: