Videos
|
Odisha

ସ୍ୱାମୀ- ପୁତ୍ର ସାମ୍ନାରେ ମା'କୁ ଦୁଷ୍କର୍ମ କଲେ ୩ ଯୁବକ

Manini Pattanayak
Browse all articles by Manini Pattanayak
·2 years ago
ସ୍ୱାମୀ- ପୁତ୍ର ସାମ୍ନାରେ ମା'କୁ ଦୁଷ୍କର୍ମ କଲେ ୩ ଯୁବକ

ପୁରୀ: ବ୍ରହ୍ମଗିରିରେ ଲଜ୍ୟା! ଅରଖକୁଦା ଥାନା ଅଞ୍ଚର ଜୈନିକ ମହିଳାଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ। ଶିଶୁ ପୁତ୍ର ସାମ୍ନାରେ ମା'କୁ ଦୁଷ୍କର୍ମ କରିଛନ୍ତି ୩ଜଣ ଯୁବକ। ସ୍ବାମୀର ହାତଗୋଡ ବାନ୍ଦି ସ୍ତ୍ରୀ କୁ ୩ଜଣ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ପିଡିତ ଏବଂ ପଡିତର ସ୍ବାମୀ।

ଅରଖକୁଦା ଥାନା ପୋଲିସ୍ ଆରମ୍ଭ କରିଛି ଛାନଭିନ୍। ସେପଟେ ଡାକ୍ତରଖାନାରେ ଭର୍ତି ହୋଇଛି ପିଡିତ ମହିଳା। ଜଣଙ୍କୁ ଅଟକ ରଖିଛି ଅରଖକୁଦା ଥାନା ପୋଲିସ୍।  ଏନେଇ ସୂଚନା ଦେଇଛନ୍ତି ଥାନା ଅଧିକାରୀଣି । 

ଅଧିକ ପଢନ୍ତୁ ଓଡ଼ିଶା ଖବର 
 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Shame in Brahmagiri! Accused of sexual misconduct to women. | Argus News