Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମହିଳାଙ୍କୁ ସମ୍ପର୍କୀୟ ଭାଇ ହତ୍ୟା କରିଥିବା ଅଭିଯୋଗ

Manini Pattanayak
Browse all articles by Manini Pattanayak
·2 years ago
ମହିଳାଙ୍କୁ ସମ୍ପର୍କୀୟ ଭାଇ ହତ୍ୟା କରିଥିବା  ଅଭିଯୋଗ

ରାୟଗଡା: ରାୟଗଡା ଜିଲ୍ଲା ମୁନିଗୁଡା ଥାନା ଅନ୍ତର୍ଗତ ହାଟମୁନିଗୁଡା ନିକଟ ରାମକ୍ରୀଷ୍ଣା ମିଶନ ନିକଟରେ ଏଭଳି ଘଟଣା ଘୋଟିଛି l ମୃତ ମହିଳା ଜଣକ ବୁରୁଜୁଗୁଡା ଗ୍ରାମର ନନ୍ଦିନୀ ନାଏକ ।

ଅଧିକ ପଢନ୍ତୁ: ତିର୍ତ୍ତୋଲରେ ବୀଭତ୍ସ ହତ୍ୟା: ଜଣେ ମୃତ , ଦୁଇ ଗୁରୁତର

ସେ ରାମକ୍ରୀଷ୍ଣା ମିଶନ ରେ ବଗିଚା କାମ କରି ଚଳନ୍ତି l ସେ ଜଣେ ସମ୍ପର୍କୀୟଙ୍କ ଘରେ ପ୍ରାୟ ସମୟରେ ରହି ଆଶୁଥିଲେ ।  ସେହି ସମ୍ପର୍କୀୟ ଭାଇ ହିଁ ତାଙ୍କୁ ରାତି ଅଧରେ ହତ୍ୟା କରିଥିବା ଜଣାପଡିଛି । ହତ୍ୟାର କାରଣ ଅସ୍ପଷ୍ଟ ଥିବାବେଳେ ଘଟଣାସ୍ଥଳରେ ମୁନିଗୁଡା ପୋଲିସ ପହଞ୍ଚି ତଦନ୍ତ କରୁଛି l  
ଅପରାଧ ଖବର ଆହୁରି ପଢନ୍ତୁ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
She works as a gardener at the Ramakrishna Mission | Argus News