Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଜାହାଜରେ ଅନଲୋଡିଙ୍ଗ୍ ହେଲା ବେଳେ ଭାଙ୍ଗିପଡିଲା କ୍ରେନ୍

Smruti Parija
Browse all articles by Smruti Parija
·1 year ago
ଜାହାଜରେ ଅନଲୋଡିଙ୍ଗ୍ ହେଲା ବେଳେ ଭାଙ୍ଗିପଡିଲା କ୍ରେନ୍

ପାରାଦ୍ଵୀପ: ପାରାଦୀପ ପୋର୍ଟ ମଲ୍ଟି ପ୍ରପୋଜ ବର୍ଥରେ ହେଲା ଅଘଟଣ । ଜାହାଜରେ ଅନଲୋଡିଙ୍ଗ୍ ହେଲା ବେଳେ ଭାଙ୍ଗିପଡିଲା କ୍ରେନ୍ । ତେବେ କ୍ଷମତା ଠାରୁ ଅଧିକ ମାଲ୍ ଉଠାଉ ଥିବାରୁ ଏଭଳି ଘଟଣା ଘଟିଛି ବୋଲି କୁହାଯାଉଛି । କ୍ରେନର ଦୈାଡି ଛିଣ୍ଡିଯିବା ସହ ଡେଣା ଭାଙ୍ଗି ଯାଇଛି । ଏହାର କିଛି ଅଂଶ ଜାହାଜ ଉପରେ ପଡି ଯିବା ଫଳରେ ଜାହାଜଟି କିଛି ଅଂଶରେ  କ୍ଷତିଗ୍ରସ୍ତ ହୋଇଛି । ଜାହାଜଟିର ନାଁ ହେଉଛି ଏମଭିଏଏମ୍ ଏନ୍ ଏସ ଆଇ maximum ଜାହାଜ । ଏଥିରେ ଟାଟା ଷ୍ଟିଲର ଲାଇନ୍ ଷ୍ଟେନ୍ ଅନଲୋଡ କରାଯାଉଥିଲା । ଏହା ଭାରତୀୟ ଜାହାଜ ହୋଇଥିବା ଜଣାପଡିଛି।

ଆହୁରି ପଢନ୍ତୁ ଓଡିଶା ଖବର....
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
shipcrane-breakdown-during-unloading-at-paradeepport | Argus News