Shivraj Singh Chouhan / ଓଡ଼ିଶା ଗସ୍ତରେ କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂହ ଚୌହାନ
·1 hour ago·2 min read

Key Points
ନଭେମ୍ବର ୧୩ ଓ ୧୪ ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ମନ୍ତ୍ରୀ ଶିବରାଜ ସିଂହ ଚୌହାନ । ଏହି ଗସ୍ତ ସମୟରେ ସେ ବଲାଙ୍ଗୀର ଓ ଭୁବନେଶ୍ୱରରେ ବିଭିନ୍ନ ସରକାରୀ ତଥା ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମରେ ଯୋଗଦେବେ ।
ଭୁବନେଶ୍ଵର: କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ତଥା ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଓଡ଼ିଶା ଗସ୍ତରେ ଆସୁଛନ୍ତି । ନଭେମ୍ବର ୧୩ ଓ ୧୪ ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଏହି ଗସ୍ତ ସମୟରେ ସେ ବଲାଙ୍ଗୀର ଓ ଭୁବନେଶ୍ୱରରେ ବିଭିନ୍ନ ସରକାରୀ ତଥା ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମରେ ଯୋଗଦେବେ । ଏନେଇ କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଗସ୍ତ କାର୍ଯ୍ୟସୂଚୀ ଜାରି ହୋଇଛି ।
ନଭେମ୍ବର ୧୩ ତାରିଖ ଅପରାହ୍ଣ ୫ଟା ୫୫ରେ ଦିଲ୍ଲୀରୁ ବିମାନ ଯୋଗେ ବାହାରି ରାତି ୮ଟା ୫ରେ ଭୁବନେଶ୍ୱରରେ ପହଞ୍ଚିବେ ଶିବରାଜ ସିଂହ ଚୌହାନ ଚୌହାନ। ଏହାପରେ ସେ କାର୍ ଯୋଗେ ହୋଟେଲ ମେଫେୟାର ଲାଗୁନ୍ ଯିବେ ଏବଂ ସେଠାରେ ରାତ୍ରୀଯାପନ କରିବେ ।
ନଭେମ୍ବର ୧୪ ତାରିଖ ସକାଳ ୯ଟା ୪୫ରେ ହେଲିକପ୍ଟର ଯୋଗେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ସହ ବଲାଙ୍ଗିର ଅଭିମୁଖେ ଯାତ୍ରା କରିବେ । ସକାଳ ୧୦ଟା ୫୦ରେ ବଲାଙ୍ଗିର ହେଲିପ୍ୟାଡ୍ରେ ପହଞ୍ଚିବା ପରେ ପଥରଚେପା ପଡ଼ିଆରେ ଆୟୋଜିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ (PMAY-G) କାର୍ଯ୍ୟକ୍ରମରେ ସକାଳ ୧୧ଟାରୁ ଅପରାହ୍ଣ ୧ଟା ପର୍ଯ୍ୟନ୍ତ ଯୋଗ ଦେବେ ।
ଏଥିସହ ପଢ଼ନ୍ତୁ: କଟକ ଐତିହାସିକ ବାଲିଯାତ୍ରାର ଉଦ୍ଘାଟନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହାପରେ ଅପରାହ୍ଣ ୧ଟା ୩୫ରେ ହେଲିକପ୍ଟର ଯୋଗେ ବଲାଙ୍ଗିରରୁ ବାହାରି ୨ଟା ୪୦ରେ ଭୁବନେଶ୍ୱରରେ ପହଞ୍ଚିବେ । ସେଠାରୁ କାର୍ ଯୋଗେ ହୀରାପୁରସ୍ଥିତ ଚଉଷଠି ଯୋଗିନୀ ମନ୍ଦିର ଅଭିମୁଖେ ଯାତ୍ରା କରିବେ ।
ଅପରାହ୍ଣ ୩ଟା ୨୦ରୁ ୪ଟା ୨୦ ପର୍ଯ୍ୟନ୍ତ ଚଉଷଠି ଯୋଗିନୀ ମନ୍ଦିର ପରିସରରେ ଆୟୋଜିତ ‘ଖେତ ବଚାଓ ଅଭିଯାନ’ ଏବଂ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସାମିଲ ହେବେ କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂହ ଚୌହାନ ।
ଏହାପରେ ଭୁବନେଶ୍ୱର ବିମାନବନ୍ଦରରୁ ସନ୍ଧ୍ୟା ୫ଟାରେ ସ୍ୱତନ୍ତ୍ର ବିମାନ ଯୋଗେ ମଧ୍ୟପ୍ରଦେଶ ଅଭିମୁଖେ ଗସ୍ତ କରିବେ । ସନ୍ଧ୍ୟା ୬ଟା ୪୦ରେ ଭୋପାଳରେ ପହଞ୍ଚି ସେଠାରେ ରାତ୍ରୀଯାପନ କରିବେ ।