Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଜେପି ପ୍ରାଥିନୀ ପ୍ରଭାତୀ ପରିଡାଙ୍କ ଶକ୍ତି ପ୍ରଦର୍ଶନ

Banajyotshna Ray
Browse all articles by Banajyotshna Ray
·2 years ago
ବିଜେପି ପ୍ରାଥିନୀ ପ୍ରଭାତୀ ପରିଡାଙ୍କ ଶକ୍ତି ପ୍ରଦର୍ଶନ

ଅର୍ଗସ ବ୍ୟୁରୋ:  ବିଜେପିର ପ୍ରତିଷ୍ଠା ଦିବସରେ ନିମାପଡାରେ ବିଜେପି ପ୍ରାଥିନୀ ପ୍ରଭାତୀ ପରିଡାଙ୍କ ଶକ୍ତି ପ୍ରଦର୍ଶନ । ଦଳ ପକ୍ଷରୁ ପ୍ରତିଷ୍ଠା ଦିବସ ଅବସରରେ ଏକ ବିରାଟ ପଟୁଆର ନୂଆ ବସ ଷ୍ଟାଣ୍ଡ ଠାରୁ ଆରମ୍ଭ ହୋଇ ଦୁର୍ଗା ମଣ୍ଡପ ପର୍ଯ୍ୟନ୍ତ ଯାଇଥିଲା । ହଜାର ହଜାର ବିଜେପି କର୍ମୀ ଶୋଭାଯାତ୍ରାରେ ସାମିଲ ହୋଇ ନଗର ପରିକ୍ରମା କରିଥିଲେ । ଦୁର୍ଗାମଣ୍ଡପ ପଡିଆରେ ଆୟୋଜିତ ସାଧାରଣ ସଭାରେ ଆସନ୍ତା ସାଧାରଣ ନିର୍ବାଚନରେ ନିମାପଡାରେ  ବିଜେପିକୁ ବିଜୟୀ କରାଇବା ପାଇଁ କର୍ମୀଙ୍କୁ ପରାମର୍ଶ ଦେଇଥିଲେ ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Show of strength of BJP leader prabhati parida | Argus News