Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଶ୍ୱାସ ରହିଛି ବଳି ପଡିଲେ ମାନସିକ ପୂରଣ ହୁଏ

Banajyotshna Ray
Browse all articles by Banajyotshna Ray
·2 years ago
ବିଶ୍ୱାସ ରହିଛି ବଳି ପଡିଲେ ମାନସିକ ପୂରଣ ହୁଏ

ଅର୍ଗସ ବ୍ୟୁରୋ: ପଶୁପକ୍ଷୀଙ୍କ ବଳିରେ ରକ୍ତରଞ୍ଜିତ ହେଲା ବଲାଙ୍ଗିର ପ୍ରସିଦ୍ଧ ଶୁଲିଆ ପୀଠ । ମଧ୍ୟରାତ୍ରିରେ ନିଶିପୂଜା ପରେ ସକାଳୁ ପାଟପଟୁଆର ଶୋଭାଯାତ୍ରାରେ ପହଞ୍ଚିଥିଲେ ଆଦିବାସୀ । ଖଳାପୂଜା ପରେ ଉଭୟ ସାନ ଖଳା ଓ ବଡ ଖଳାରେ ବଳି ପଡିଥିଲା । ସୁରକ୍ଷା ଦୃଷ୍ଟିରୁ ୨ ପ୍ଲାଟୁନ ପୋଲିସ୍ ଫୋର୍ସ ମୁତୟନ ସହ ଜଣେ ମାଜିଷ୍ଟ୍ରଟ୍ ମଧ୍ୟ ଉପସ୍ଥିତ ରହିଛନ୍ତି । ଦୁରଦୁରାନ୍ତରୁ ମାନସିକଧାରୀମାନେ ଆସି କୁକୁଡା, ଛେଳି, ବତକ ବଳି ଦେଇଥିଲେ । ଲୋକଙ୍କ ବିଶ୍ବାସ ରହିଛି ବଳି ଦେଲେ ମାନସିକ ପୂରଣ ହୁଏ। ସେଥିପାଇଁ ଆବାହନ କାଳରୁ ବଳି ପଡିଆସୁଛି ଉଭୟ ଖଳାରେ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Shulia pitha was bloodied by the of animals and birds | Argus News