SI Exam Scam / ଏସଆଇ କେଳେଙ୍କାରୀ, ଅର୍ଗସରେ ମହାଖୁଲାସା
·5 months ago·2 min read

Key Points
ମୁନ୍ନା, ରିଙ୍କୁ, ଅଭିମନ୍ୟୁ ଦୋରାଙ୍କ ସହ ସାମ୍ନାକୁ ଆସିଲେ ପିଙ୍କୁ
ଦଶପଲ୍ଲା ବିଜେଡି ବିଧାୟକ ଓ ପିଙ୍କୁ ପାତ୍ରଙ୍କୁ ତଦନ୍ତ ପରିସରକୁ ଆଣିବାକୁ ଦାବି
କ୍ରାଇମବ୍ରାଞ୍ଚ ତଦନ୍ତ ପରିସରକୁ ଆଣିବାକୁ ଦାବି କଲେ ବିଜେପି ନେତା ରାଘବ ମଲ୍ଲିକ
ସେପଟେ ଚା ଦୋକାନୀରୁ ମୁନ୍ନାର କୋଟିପତି ହେବା ପଛର ଖୋଲୁଛି ଗୁମର
ଭଉଣୀ ନାଁରେ ଜେସିବି କରି କରୁଥିଲା ବାଲି ବେପାର
ଦଶପଲ୍ଲା ଟାକରାରୁ ମୁନ୍ନା ରିଙ୍କୁ କରୁଥିଲେ ବେଆଇନ ବାଲି ବେପାର

ଦଶପଲ୍ଲା ପୁରୁଣା ପୋଇବାଡି ଖଳି ସାହିରେ ଏଇ ଫାର୍ମ ହାଉସରୁ ଜବତ ହୋଇଛି ଏସଆଇ ଚାକିରି କେଳେଙ୍କାରୀର ଦଲାଲ ମୁନ୍ନା ମହାନ୍ତିର ଥାର୍ ଗାଡି। ଏଇ ଫାର୍ମ ହାଉସ୍ ହେଉଛି ବିଜେଡି ନେତା ପିଙ୍କୁ ପାତ୍ରଙ୍କର।
ଅଭିଯୋଗ ଅନୁସାରେ ରିଙ୍କୁ ମହାରଣାର ଖାସ୍ ପିଙ୍କୁ। ପିଙ୍କୁ ପାତ୍ରଙ୍କ ବାପା ଗାଁ ଗାଁ ବୁଲି ଲୁଗା ବେପାର କରୁଥିଲେ। ମାତ୍ର କେଇ ଦିନରେ ପିଙ୍କୁ ପାତ୍ର କେମିତି ହୋଇଗଲେ କୋଟିପତି। ସହର ଭିତରେ ଇଏ ହେଉଛି ପିଙ୍କୁଙ୍କ ବିରାଟ ଘର। ପିଙ୍କୁ ଗିରଫ ଅଭିମନ୍ୟୁ ଦୋରାଙ୍କ ମଧ୍ୟ ଅନୁଗତ। ଏସଆଇ କଳେଙ୍କାରୀରେ ଦଶପଲା ବିଜେଡି ବିଧାୟକ ରମେଶ ବେହେରାଙ୍କ ସଂପୃକ୍ତି ଅଭିଯୋଗ ଆଣିଛନ୍ତି ବିଜେପି ନେତା ତଥା 2024 ନିର୍ବାଚନରେ ବିଜେପି ପ୍ରାର୍ଥୀ ରମେଶ ବେହେରା ।
ସେପଟେ ମୁନ୍ନା ମହାନ୍ତିର କେଳେଙ୍କାରୀର ଖୋଲୁଛି ଗୋଟିଏ ପରେ ଗୋଟିଏ ଗୁମର। ମୁନ୍ନାର ଜବତ ଗାଡ଼ି ବାହାରେ ବି ଅଛି ଆହୁରି ଅନେକ ଗାଡ଼ି। ଜେସିବି ନମ୍ବର OD33AG4742। ଏ ଗାଡି ରହିଛି ମୁନ୍ନା ମହାନ୍ତିର ଭଉଣୀ ନାଁରେ। ଚର୍ଚ୍ଚା ହେଉଛି ମୁନ୍ନା ଓ ତା ସଂପର୍କୀୟଙ୍କ ନାଁରେ ଆହୁରି 3 ଟ୍ରାକ୍ଟର, ଗୋଟିଏ ହିଟାଚି, 2ଟି ହାଇୱା ଥିବା ଚର୍ଚ୍ଚା ହେଉଛି। ଅଭିଯୋଗ ହେଉଛି ଟାକରା ବାଲିଘାଟରୁ ବେଆଇନ ବାଲି ଚାଲାଣରେ ଲାଗୁଥିଲା ଗାଡି ।
ରିଙ୍କୁ ତା' ସଂପର୍କୀୟ ଘରେ କଲାପଥରରେ ରହୁଥିଲା, ସେତେବେଳରୁ ରିଙ୍କୁ ଓ ମୁନ୍ନାର ସଂପର୍କ, ରିଙ୍କୁ ହିଁ ମୁନ୍ନାର ଭୁବନେଶ୍ବରର 9 ନମ୍ବରରେ ଚା' ଦୋକାନ ପାଇଁ ସହଯୋଗ କରିଥିଲା ପ୍ରଶ୍ନପତ୍ର ଲିକ୍ ମାଷ୍ଟର ଶଙ୍କର ସହ ମୁନ୍ନାର ସଂପର୍କ ହେଲା, ତା' ପରେ ପ୍ରଶ୍ନପତ୍ର ଲିକ୍ ନେଟୱେର୍କ ଜାଲ ବିଛାଇଲେ ଶଙ୍କର ଓ ମୁନ୍ନା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories