Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଷାକ୍ତ ଖାଦ୍ୟ ଖାଇ 20ରୁ ଉର୍ଦ୍ଧ୍ବ ଅସୁସ୍ଥ

Manini Pattanayak
Browse all articles by Manini Pattanayak
·2 years ago
ବିଷାକ୍ତ ଖାଦ୍ୟ  ଖାଇ 20ରୁ ଉର୍ଦ୍ଧ୍ବ ଅସୁସ୍ଥ

ଭଦ୍ରକ:  ବିଷାକ୍ତ ଖାଦ୍ୟ  ଖାଇ 20 ରୁ ଉର୍ଦ୍ଧ୍ବ ଅସୁସ୍ଥ ହୋଇ ଡାକ୍ତର ଖାନା ରେ ଭର୍ତ୍ତି । ଭଦ୍ରକ ଭଣ୍ଡାରିପୂଖୁରୀ ବ୍ଲକ ସଠ ଗାଁରେ  ଝାଡ଼ାବାନ୍ତିର ଆତଙ୍କ। ଯାଜପୁର ମୁଖ୍ୟ ଡାକ୍ତର ଖାନା ରେ 6 ଜଣ ଭର୍ତ୍ତି l

ଗୁରୁତର ଅବସ୍ଥାରେ 3 ଜଣ ଙ୍କୁ କଟକ ସ୍ଥାନାନ୍ତର। ସେପଟେ ଭଣ୍ଡାରିପୋଖରୀ ଚିକିତ୍ସାଳୟ ଓ ସ୍ଥାନୀୟ ବିରଳୀ ଏକ ମେଡ଼ିକାଲ ଟିମ୍ ଗ୍ରାମ ରେ ପହଞ୍ଚି ଅଧିକ ଚିକିତ୍ସା ପାଇଁ ଅନୁଧ୍ୟାନ କରୁଥିବା ସୂଚନା ଅନୁଯାୟୀ ଜଣାପଡିଛି। ଗ୍ରାମରେ ଏକେ ଶାଦ ଭୋଜି ଦହିବରା ଖାଇ ଏଭଳି ପରିସ୍ଥିତି ଉପୁଜିବା ଥିବା ଜଣାପଡିଛି। ସେପଟେ ଆଗାମୀ ଦିନରେ ଅଧିକା ତଦନ୍ତ ହେଲେ ଘଟଣା ସଠିକ ସତ୍ୟ ଜଣାପଡିବା। 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Sick above 20 after eating poisoned food | Argus News