Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ସିମବକ୍ସ ଜବତ ଘଟଣା, ଗିରଫ ହେବ ଅସାଦ୍ଦୁର 

Odisha

ସିମବକ୍ସ ଜବତ ଘଟଣା, ଗିରଫ ହେବ ଅସାଦ୍ଦୁର 

Banajyotshna Ray
Browse all articles by Banajyotshna Ray
·1 year ago
ସିମବକ୍ସ ଜବତ ଘଟଣା, ଗିରଫ ହେବ ଅସାଦ୍ଦୁର 

ଅର୍ଗସ ବ୍ୟୁରୋ:  ଭୁବନେଶ୍ୱରରୁ ସିମବକ୍ସ ଜବତ ଘଟଣା । ମୁଖ୍ୟ ଅଭିଯୁକ୍ତ ଅସାଦ୍ଦୁର ଜମାନକୁ ଗିରଫ ପାଇଁ ପକ୍ରିୟା ଆରମ୍ଭ କଲା କମିଶନରେଟ ପୋଲିସ। ଇଣ୍ଟରପୋଲର ହସ୍ତକ୍ଷପ ପାଇଁ ସିବିଆଇ ଜରିଆରେ ଚିଠି ଲେଖିଲା କମିଶନରେଟ ପୋଲିସ । ମୁଖ୍ୟ ଅଭିଯୁକ୍ତ  ଅସାଦ୍ଦୁର ଜମାନ ବାଂଲାଦେଶ ନାଗରିକ। ଚିନ ରୁ ହେଉଥିଲା ସିମବକ୍ସ ଅପରେଟ । ସେପଟେ ଗତକାଲି ରାତି 11 ଟା ପର୍ଯନ୍ତ ରାଜୁ ମଣ୍ଡଳ କୁ ଜେରା କରିଛି NIA। ଜେରା ବେଳେ ଭୁବନେଶ୍ବର ଡିସିପି ମଧ୍ୟ ସାମିଲ ଥିଲେ। ଆଜି ଶେଷ ହେଉଛି ରାଜୁ ମଣ୍ଡଳ ର 5 ଦିନିଆ ରିମାଣ୍ଡ। ପୁଣି ଥରେ ରିମାଣ୍ଡ ପାଇଁ ଆବେଦନ କରିପାରେ ଲଷ୍ମୀସାଗର ଥାନା ପୋଲିସ। 9 ଦିନ ରିମାଣ୍ଡ ପାଇଁ ଆବେଦନ କରିପାରେ ପୋଲିସ। ଖୁବ ଶୀଘ୍ର ଅସାଦ୍ଦୁର ଜମାନକୁ ଗିରଫ କରାଯିବ ବୋଲି କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Simbox confiscation incident, will be arrested Asadur | Argus News