Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାସ୍ତା ନଥିବାରୁ ଗ୍ରାମବାସୀ ନିଜେ ନିର୍ମାଣ କଲେ ଗାଁ ରାସ୍ତା

Banajyotshna Ray
Browse all articles by Banajyotshna Ray
·1 year ago
ରାସ୍ତା ନଥିବାରୁ ଗ୍ରାମବାସୀ ନିଜେ ନିର୍ମାଣ କଲେ ଗାଁ ରାସ୍ତା

ଅର୍ଗସ ବ୍ୟୁରୋ:  ନିଜ ଗାଁ ପାଇଁ ରାସ୍ତା ନିର୍ମାଣ କରୁଛନ୍ତି ଗ୍ରାମବାସୀ। ସୂଚନା ଅନୁଯାୟୀ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ କୁଟିକିଆ ପଞ୍ଚାୟତ ର 5 ଟି ଗାଁ କୁ ନିତିଦିନିଆ ପକ୍କା ରାସ୍ତା ନାହିଁ। ଜିରିଡ଼ିିିପାଙ୍ଗା ଛକ ଠାରୁ ଏକ କିଲୋ ମିଟର ସମ୍ପୂର୍ଣ୍ଣ ମାଟି ରାସ୍ତା । ଗାଜୁରପଡ଼ି , ଲାଇନପାଲି, ଡଗରା ପାଙ୍ଗା , ଡମପାଡ଼ା ଓ ଗୁପ୍ତା ପାଙ୍ଗା ର ଗ୍ରାମବାସୀ ମାନେ ବ୍ଲକ ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର ଙ୍କୁ ବହୁବାର  ଅଭିଯୋଗ କରିଛନ୍ତି । କିନ୍ତୁ କିଛି ସୁଫଳ ମିଳି ନାହିଁ। ସେଥିପାଇଁ ସ୍ଥାନୀୟ ଗ୍ରାମବାସୀମାନେ ଆଜି ଏକତ୍ରିତ ହୋଇ ମିଳିତ ଭାବେ ନିଜେ ଶ୍ରମ ଦାନ କରି ଗାଁ  ରାସ୍ତା କୁ ମରାମତି କରୁଛନ୍ତି।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Since there was no road, the villagers themselves built the village road | Argus News