Videos
|
Odisha

୨୪ ବର୍ଷ ପରେ ଓଡ଼ିଶାରେ ଆରମ୍ଭ ହେବ SIR, ସୂଚନା ଦେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

Ritu Das
Browse all articles by Ritu Das
·11 months ago
୨୪ ବର୍ଷ ପରେ ଓଡ଼ିଶାରେ ଆରମ୍ଭ ହେବ SIR, ସୂଚନା ଦେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

Key Points

ଆସନ୍ତା ମାସରୁ ଓଡିଶାରେ ଆରମ୍ଭ ହେବ ଏସଆଇଆର। ଦୀର୍ଘ ୨୪ ବର୍ଷ ପରେ ରାଜ୍ୟରେ ହେବ ଏସଆଇଆର। ସୂଚନା ଦେଲେ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନ ଆର ଏସ ଗୋପାଳନ ଜାନୁଆରୀ ୭ ତାରିଖରେ ବାହାରିବ ଫାଇନାଲ ଭେରିଫିକସେନ।

ଆସନ୍ତା ମାସରୁ ଓଡିଶାରେ ଆରମ୍ଭ ହେବ ଏସଆଇଆର। ଦୀର୍ଘ ୨୪ ବର୍ଷ ପରେ ରାଜ୍ୟରେ ହେବ ଏସଆଇଆର। ସୂଚନା ଦେଲେ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନ ଆର ଏସ ଗୋପାଳନ ଜାନୁଆରୀ ୭ ତାରିଖରେ ବାହାରିବ ଫାଇନାଲ ଭେରିଫିକସେନ। କଂଗ୍ରେସ, ବିଜେଡି ଆପତ୍ତି ଅଭିଯୋଗର ସବୁ ଜବାବ ଦିଆଯାଇଛି।


ବିଜେଡି ଅଭିଯୋଗରେ ଦୁଇ ଦୁଇ ଥର ଜବାବ ଦିଆଯାଇଛି ବୋଲି ସିଇଓ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ଭିତ୍ତିହୀନ ଅଭିଯୋଗ ଆଣି ନିର୍ବାଚନ କମିଶନଙ୍କ ବିଶ୍ୱାସନୀୟତା ଭାଙ୍ଗନ୍ତୁ ନାହିଁ। ରାଜ୍ୟରେ ବୁଥ୍‌ ସଂଖ୍ୟା ବଢ଼ିବ; ୩୮ ହଜାରରୁ ୪୫ ହଜାରକୁ ବଢ଼ିବ ବୋଲି CEO କହିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
sir-to-be-started-in-odisha-after-24-years-informed-the-state-chief-electoral-officer | Argus News