Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଗୋଷ୍ଠୀ ସଂଘର୍ଷରୁ ବୋମା ମାଡ଼, 6 ଗୁରୁତର

Smruti Parija
Browse all articles by Smruti Parija
·2 years ago
ଗୋଷ୍ଠୀ ସଂଘର୍ଷରୁ ବୋମା ମାଡ଼, 6 ଗୁରୁତର

କଟକ: ବାଙ୍କୀ ଭେଡା ରାମଚନ୍ଦ୍ରପୁରରେ ଗୋଷ୍ଠୀ ସଂଘର୍ଷ । ଗୋଷ୍ଠୀ ସଂଘର୍ଷରୁ ବୋମା ମାଡ଼ କରାଯାଇଥିବାବେଳେ ଏଥିରେ 6 ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ବାଙ୍କୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଦୁଇ ଜଣଙ୍କୁ ସଙ୍କଟାପନ୍ନ ଅବସ୍ଥାରେ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରି କରାଯାଇଛି । ସେପଟେ ଗାଁର ଦୁଇ ସାହି ଅର୍ଥାତ ଉପରସାହି ତଳସାହି ମଧ୍ୟରେ ଥିବା ପୂର୍ବ ଶତ୍ରୁତାକୁ ନେଇ ଏଭଳି କାଣ୍ଡ ଘଟିଛି ବୋଲି କହିଛନ୍ତି ଗୁରୁତର ଯୁବକଙ୍କ ଭାଇ । କେଉଁ କାରଣରୁ ଗୋଷ୍ଠୀ ସଂଘର୍ଷ ହୋଇଥିଲା ସେନେଇ କିଛି ଜଣାପଡିନାହିଁ । 

ଆହୁରି ପଢନ୍ତୁ ଓଡିଶା ଖବର...

 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
six-injured-in-bomb-blast-at-banki | Argus News