Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବୁଦ୍ଧଖୋଲ ପୀଠରେ ଭକ୍ତଙ୍କ ସମାଗମ

Odisha

ବୁଦ୍ଧଖୋଲ ପୀଠରେ ଭକ୍ତଙ୍କ ସମାଗମ

Ritu Das
Browse all articles by Ritu Das
·2 years ago
ବୁଦ୍ଧଖୋଲ ପୀଠରେ ଭକ୍ତଙ୍କ ସମାଗମ

ଅର୍ଗସ ବ୍ୟୁରୋ: ଆଜି ହେଉଛି ମହାକାର୍ତ୍ତିକ ମାସର ତୃତୀୟ ସୋମବାର l ବିଭିନ୍ନ ଶୈବ ପୀଠ ମାନଙ୍କରେ ମହାଦେବଙ୍କ ଦର୍ଶନ ଲାଗି ଭକ୍ତଙ୍କ ସମାଗମ ହେଉଥିବା ବେଳେ ଗଞ୍ଜାମ ଜିଲ୍ଲା ବୁଗୁଡ଼ାର ପ୍ରସିଦ୍ଧ ଶୈବ ପୀଠ ବୁଦ୍ଧଖୋଲ ଠାରେ ମଧ୍ୟ ଆଜି ଭକ୍ତଙ୍କ ସମାଗମ ହୋଇଛି। 

ସକାଳୁ ସକାଳୁ ପୀଠରେ ଶ୍ରଦ୍ଧାଳୁ ଙ୍କ ସମାଗମ ହେବା ସହିତ ଧାଡିରେ ବାନ୍ଧି ମହାଦେବଙ୍କ ଦର୍ଶନ କରିଛନ୍ତି l ପ୍ରତିବର୍ଷ କାର୍ତ୍ତିକ ମାସ ର ପ୍ରତ୍ୟେକ ସୋମବାର ରେ ଏହି ପୀଠରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହେଉଥିବା ବେଳେ ଭିଡକୁ ଦୃଷ୍ଟିରେ ରଖି ବୁଦ୍ଧଖୋଲ ଉନ୍ନୟନ ସମିତି ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


 

Sponsored
Somuch devotee | Argus News