Sex Racket Busted / ସୁବର୍ଣ୍ଣପୁରରେ ଧରାପଡ଼ିଲା ସେକ୍ସ ରାକେଟ,୫ ଦେହଜୀବୀ ଉଦ୍ଦାର ଓ ୭ ଗ୍ରାହକ ଗିରଫ
·3 months ago·2 min read

Key Points
ସୁବର୍ଣ୍ଣପୁରରେ ଧରାପଡ଼ିଲା ସେକ୍ସ ରାକେଟ
ଏକ ହୋଟେଲରୁ ପୁଲିସ ସେକ୍ସ ରାକେଟ୍ ଠାବ କରିଛି
୫ ଜଣ ଦେହଜୀବୀ ଉଦ୍ଦାର ଓ ୭ ଜଣ ଗ୍ରାହକ ଗିରଫ
ଏକ ହୋଟେଲରୁ ପୁଲିସ ସେକ୍ସ ରାକେଟ୍ ଠାବ କରିଛି
୫ ଜଣ ଦେହଜୀବୀ ଉଦ୍ଦାର ଓ ୭ ଜଣ ଗ୍ରାହକ ଗିରଫ
ସୁବର୍ଣ୍ଣପୁର,୨୪/୦୫: ସୁବର୍ଣ୍ଣପୁରରେ ଚାଲିଥିଲା ସେକ୍ସ ରାକେଟ। ସୁବର୍ଣ୍ଣପୁର ସହରର ବିନିକା ରାସ୍ତାରେ ଥିବା ଏକ ହୋଟେଲରୁ ପୁଲିସ ସେକ୍ସ ରାକେଟ୍ ଠାବ କରିଛି। ଚଢ଼ଉ ବେଳେ ବିଭିନ୍ନ କୋଠରୀରୁ ୫ ଜଣ ଦେହଜୀବୀ ଉଦ୍ଦାର ଓ ୭ ଜଣ ଗ୍ରାହକ ଗିରଫ। ଦେହ ବ୍ୟବସାୟରେ ଲିପ୍ତ ଥିବା ଯୁବତୀମାନେ କେଉଁ ଅଞ୍ଚଳର, କେବେଠାରୁ ହୋଟେଲରେ ଦେହ ବ୍ୟବସାୟ ଚାଲିଥିଲା। ଏହାକୁ ନେଇ ପୁଲିସ ତନଘନା ତଦନ୍ତ ଆରମ୍ଭ କରିଛି। ସମସ୍ତଙ୍କୁ ସୋନପୁର ଥାନାରେ ଅଟକ ରଖି ପଚରାଉଚରା ଚାଲିଛି।
ବିଳମ୍ବିତ ରାତିରେ ହୋଟେଲରେ ଚଢ଼ଉ
ସୂଚନା ଅନୁସାରେ, ସଂପୃକ୍ତ ହୋଟେଲରେ ଦେହ ବ୍ୟବସାୟ ଚାଲିଥିବା ପୁଲିସ ଗୁପ୍ତ ସୂଚନା ପାଇଥିଲା। ଶନିବାର ବିଦ୍ୟୁତ ବିଭ୍ରାଟ ଲାଗି ରହିଥିବା ବେଳେ ବିଳମ୍ବିତ ରାତିରେ ପୁଲିସ ହୋଟେଲ ଉପରେ ଅତର୍କିତ ଚଢ଼ଉ କରିଥିଲା। ରୂପଜୀବୀଙ୍କ ସହ ବିଭିନ୍ନ ଆପତ୍ତିଜନକ ଜିନିଷ ଜବତ ହୋଇଛି।
କିଛିଦିନ ତଳେ ରାଜଧାନୀ ଉପକଣ୍ଠରୁ ସେକ୍ସ ରାକେଟ ଠାବ । ଜଟଣୀ ରାମଚନ୍ଦ୍ରପୁର ବଜାର ଅଞ୍ଚଳରେ ଏକ ଭଡ଼ା ଘରୁ ସେକ୍ସ ରାକେଟ୍ ଠାବ ହୋଇଛି । ଜଟଣୀ ଥାନା ପୋଲିସ ସେଠାରୁ ୬ ଦେହଜୀବୀଙ୍କୁ ଉଦ୍ଧାର କରିଛି। ଏହାସହ ରାକେଟ୍ର କିଙ୍ଗପିନ୍ ସାଜିଥିବା ଜଣେ ବୃଦ୍ଧାଙ୍କ ସମେତ ୫ ଗ୍ରାହକଙ୍କୁ ଗିରଫ କରିଛି ପୋଲିସ । ବୁଧବାର ରାତିରେ ଏହି ଭଡା଼ ଘରେ ଅତର୍କିତ ଚଢାଉ କରି ସେମାନଙ୍କୁ କାବୁ କରିଛି।
ପଢନ୍ତୁ ଏହି ଖବର: ରାଜଧାନୀ ଉପକଣ୍ଠରୁ ସେକ୍ସ ରାକେଟ ଠାବ ,୬ ଦେହଜୀବୀଙ୍କୁ ଉଦ୍ଧାର କଲା ପୋଲିସ, ୫ ଗ୍ରାହକ ଗିରଫ
ସୂଚନା ମୁତାବକ, କିଙ୍ଗପିନ୍ ଜଣକ ଉକ୍ତ ଘରେ ଦୀର୍ଘ ଦିନ ଧରି ଭଡ଼ାସୂତ୍ରରେ ରହୁଥିଲେ। ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଯୁବତୀମାନଙ୍କୁ ଜବରଦସ୍ତି ଏହି ଘରେ ରହି ଦେହ ବେପାର କରିବାକୁ ବାଧ୍ୟ କରୁଥିଲେ । ସ୍ଥାନୀୟ ବାସିନ୍ଦା ଦେହ ବେପାର ଚାଲୁଥିବାର ସନ୍ଦେହ କରିବା ସହ ବିରୋଧ କରୁଥିଲେ । କିନ୍ତୁ ସେଠାରେ ଯୁବତୀମାନଙ୍କୁ ଧନ୍ଧାମୂଳକ ଶିକ୍ଷା ଦିଆଯାଉଥିବା ଦର୍ଶାଇ କିଙ୍ଗପିନ୍ ଖସିଯାଉଥିଲେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତେବେ ସଞ୍ଜ ନଇଁବା କ୍ଷଣି ବାହାର ଲୋକମାନଙ୍କ ଭିଡ଼ ଜମୁଥିଲା । ସେମାନେ ଉକ୍ତ ଘରେ ଘଣ୍ଟା ଘଣ୍ଟା ସମୟ ବିତାଇ ଫେରିଯାଉଥିଲେ । ପୋଲିସ ଏହି ଖବର ପାଇ ବୁଧବାର ରାତି ୮ଟା ବେଳେ ଅଚାନକ୍ ଚଢ଼ାଉ କରିଥିଲା ।
ଚଢ଼ାଉ ବେଳେ ଦେହଜୀବୀ ଓ ଗ୍ରାହକମାନେ ଅସଞ୍ଜତ ଅବସ୍ଥାରେ ଥିବା ପୋଲିସ ଦେଖିଥିଲା । ଉକ୍ତ ଘରୁ ପୋଲିସ ଏକାଧିକ ଗାଡି଼, ମୋବାଇଲ, ଟଙ୍କା ସହ କିଛି ଆପତ୍ତିଜନକ ସାମଗ୍ରୀ ଜବତ କରାଯାଇଥିଲା । ଗ୍ରାହକମାନେ ଜଟଣୀ ଓ ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳର ବୋଲି ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି । ଦେହଜୀବୀମାନଙ୍କୁ ପୋଲିସ ସର୍ଟ ଷ୍ଟେ ହୋମରେ ଛାଡ଼ିଛି । କିଙ୍ଗପିନ୍ ସମେତ ଗ୍ରାହକଙ୍କୁ ପୁଲିସ କୋର୍ଟଚାଲାଣ କରିଛି।

Related Topics
Explore more stories