Videos
|
Odisha

"ମିଳିମିଶି ରହିଥିବା ଆମେ ସବୁ କଳାକାର" : ଗୀତ ଗାଇଲେ ଅଭିଜିତ୍ ମଜୁମଦାର  

Manini Pattanayak
Browse all articles by Manini Pattanayak
·2 years ago
"ମିଳିମିଶି ରହିଥିବା ଆମେ ସବୁ କଳାକାର" : ଗୀତ ଗାଇଲେ ଅଭିଜିତ୍ ମଜୁମଦାର  

ଭୁବନେଶ୍ୱର:  ଓଲିଉଡରେ କଳାକାରଙ୍କ କଳିକୁ ସମାଧାନ କରିବାକୁ ଆସିଲା ଗୀତ। ଲୋକପ୍ରୀୟ ସଂଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ଅଭିଜିତ୍ ମଜୁମଦାର ଗାଇଛନ୍ତି ଏପରି ଏକ ଗୀତ। "ମିଳିମିଶି ରହିଥିବା ଆମେ ସବୁ କଳାକାର" ଏଭଳି ଏକ ଲେଖାକୁ ନେଇ ତିଆରି ହୋଇଥିବା ଗୀତକୁ ପ୍ରଯୋଜନା କରିଛନ୍ତି କୁମାରଶ୍ରୀ ଅଜୟ। ସେହିପରି ସନ୍ତୋଷ କୁମାର ଗୀତକୁ ଲେଖିଥିବା ବେଳେ କଣ୍ଠଦାନ କରିଛନ୍ତି ଅଭିଜିତ୍ ମଜୁମଦାର।

ଗତକାଲି କଟକର ଏକ ଷ୍ଟୁଡିଓରେ ଏହି ଗୀତର ରେକଡିଂ ହୋଇଛି। ଦିନକୁ ଦିନ ଓଲିଉଡରେ ବଢୁଥିବା କଳାକାରଙ୍କ କଳିକୁ ଆଗକୁ ନବଢାଇ ସମସ୍ତେ ମିଳିମିଶି ଏହି ବିବାଦର ସମାଧାନ କରିବାକୁ ଗୀତ ମାଧ୍ୟମରେ ବାର୍ତ୍ତା ଦେଇଛନ୍ତି ଅଭିଜିତ୍ ମଜୁମଦାର। 

ଅଧିକ ପଢନ୍ତୁ  ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Popular music director and vocalist Abhijit Mazumdar has sung such a song. | Argus News