Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆସିଲା ମୋହନ ସରକାର ଘୋଷଣା କରିଥିବା ‘ସମୃଦ୍ଧ କୃଷକ ନୀତି’ର ଏସଓପି

Odisha

ଆସିଲା ମୋହନ ସରକାର ଘୋଷଣା କରିଥିବା ‘ସମୃଦ୍ଧ କୃଷକ ନୀତି’ର ଏସଓପି

Banajyotshna Ray
Browse all articles by Banajyotshna Ray
·1 year ago
ଆସିଲା ମୋହନ ସରକାର ଘୋଷଣା କରିଥିବା ‘ସମୃଦ୍ଧ କୃଷକ ନୀତି’ର ଏସଓପି

ଅର୍ଗସ ବ୍ୟୁରୋ:  ଆସିଲା ମୋହନ ସରକାର ଘୋଷଣା କରିଥିବା ‘ସମୃଦ୍ଧ କୃଷକ ନୀତି’ର ଏସଓପି। ମୋହନ ସରକାର କ୍ଷମତାକୁ ଆସିବା ପରେ ନିର୍ବାଚନୀ ପ୍ରତିଶ୍ରୁତି ମୁତାବକ ଚାଷୀଙ୍କୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ବିଣ୍ଟାଲ ପିଛା ୩୧୦୦ ଟଙ୍କା କରିବାକୁ ପ୍ରଥମ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନେଇଥିଲେ। ୮୦୦ ଟଙ୍କାର ବୋନସ ଦେବାକୁ ବଜେଟରେ ୫ ହଜାର କୋଟି ଟଙ୍କାର ବୟବରାଦ ମଧ୍ୟ କରାଯାଇଛି । ଏଥର ଖରିଫ ଋତୁରେ ଧାନ ଚାଷ କରିଥିବା ଚାଷୀଙ୍କୁ ଧାନ କ୍ବିଣ୍ଟାଲ ପିଛା ମିଳିବ 3100 ଟଙ୍କା। ଅର୍ଥାତ୍ ଚାଷୀଙ୍କ ଠାରୁ ରାଜ୍ୟ ସରକାର କ୍ବିଣ୍ଟାଲ୍ ପିଛା ୩୧ଶହ ଟଙ୍କାରେ ଧାନ କିଣିବେ। ସମୃଦ୍ଧ କୃଷକ ନୀତିର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର ବା SOP ଜାରି କରିଛନ୍ତି ରାଜ୍ୟ ସରକାର। କେତେ ସଂଖ୍ୟକ ଚାଷୀ ଏହାଦ୍ବାରା ଲାଭବାନ ହେବେ ସେନେଇ ବିଭାଗ ତରଫରୁ ମଧ୍ୟ ତର୍ଜମା ଆରମ୍ଭ ହୋଇଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored
SOP of 'samrudha krushak niti' announced by Mohan Govt | Argus News