Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଜେଡି ଛାଡିଲେ ସୋର ବିଧାୟକ ପର୍ଶୁରାମ ଧଡା

Swayangprajna Mishra
Browse all articles by Swayangprajna Mishra
·2 years ago
ବିଜେଡି ଛାଡିଲେ ସୋର ବିଧାୟକ ପର୍ଶୁରାମ ଧଡା

ସୋର : ବିଜେଡି ଛାଡିଲେ ପର୍ଶୁରାମ ଧଡା । ସୋର ବିଧାୟକ ପର୍ଶୁରାମ ବିଜେଡି ଛାଡିଥିବା ନେଇ ସୂଚନା । ଦଳ ଟିକେଟ ନଦେବାରୁ ଇସ୍ତଫା ଦେଇଛନ୍ତି ପର୍ଶୁରାମ ।  ଦଳରେ ତାଙ୍କୁ ଅଣଦେଖା କରାଯାଇଥିବା ଅଭିଯୋଗ କରିଛନ୍ତି ।ସୋରରୁ ମାଧବ ଧଡାକୁ ଟିକେଟ ଦେଇଛି ବିଜେଡି ।  

ଅଧିକ ପଢନ୍ତୁ : ବିଜେଡି ଘୋଷଣା କରୁଛି ପ୍ରାର୍ଥୀ ତାଲିକା : ଜାଣନ୍ତୁ କାହାକୁ ମିଳିଲା କେଉଁଠୁ ଟିକଟ ?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
soro MLA Parshuram Dhada left BJD | Argus News