Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଅଙ୍ଗନବାଡ଼ି କେନ୍ଦ୍ରରେ ପିଲାଙ୍କୁ ପାଠ ପଢାଇଲେ ଦକ୍ଷିଣାଞ୍ଚଳ RDC

Banajyotshna Ray
Browse all articles by Banajyotshna Ray
·1 year ago
ଅଙ୍ଗନବାଡ଼ି କେନ୍ଦ୍ରରେ ପିଲାଙ୍କୁ ପାଠ ପଢାଇଲେ ଦକ୍ଷିଣାଞ୍ଚଳ RDC

ଅର୍ଗସ ବ୍ୟୁରୋ:  ବନ୍ୟାଞ୍ଚଳ ପରିଦର୍ଶନ କଲେ ଦକ୍ଷିଣାଞ୍ଚଳ RDC । ଅଙ୍ଗନବାଡ଼ି କେନ୍ଦ୍ରରେ ପିଲାଙ୍କୁ ପାଠ ବି ପଢାଇଲେ । ଦକ୍ଷିଣାଞ୍ଚଳ RDC ରୂପା ରୋଶନ ସାହୁ ମାଲକାନଗିରି ଜିଲ୍ଲା ଗସ୍ତ ବନ୍ୟା ଅଞ୍ଚଳ ପରିଦର୍ଶନ କରିବା ସହ ବିଭିନ୍ନ ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କରିବା ସହ ତଳେ ବସି ପିଲାଙ୍କୁ ପାଠ ପଢାଇଲେ । ଅଙ୍ଗନବାଡ଼ି କର୍ମୀ ଓ ଶିଶୁଙ୍କ ସହ ଆଲୋଚନା କରି ଉତ୍ତମ ସ୍ବାସ୍ଥ୍ୟ ନିମନ୍ତେ ବିଭିନ୍ନ ପନିପରିବା, ଚାରା ରୋପଣ କରି ପୋଷଣ ବାଟିକା ତିଆରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏମ୍ ଭି-୭ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିବା ସହ ଶ୍ରେଣୀ ଗୃହ ବୁଲି ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି କିଭଳି ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯିବ ସେଥିପ୍ରତି ଗୁରୁତ୍ବ ଦେଇଛନ୍ତି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
South RDC gave lessons to children at Anganwadi Centre | Argus News