Twist in Odisha Politics / ରାଜ୍ୟ ରାଜନୀତିରେ ନୂଆ ଟ୍ବିଷ୍ଟ,ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବିଧାୟକ ସୌଭିକ ବିଶ୍ବାଳ
·2 months ago·2 min read

Key Points
ବିଜେପି କାର୍ଯ୍ୟାଳୟରେ ସୌଭିକ, ଟେନସନରେ ବିଜେଡି
ଆସନ୍ତାକାଲି ବିଜେପିରେ ମିଶି ପାରନ୍ତି ପ୍ରଭାତ ବିଶ୍ବାଳ
ଗୋଟିଏ ପଟେ ମିଶ୍ରଣ ପର୍ବ ପ୍ରସ୍ତୁତି
ଅନ୍ୟପଟେ ଇସ୍ତଫା ପର୍ବ ରୋକିବାକୁ କସରତ

ଭୁବନେଶ୍ବର,୧୧/୦୭: ପୁର୍ବତନ ବିଜେଡି ବିଧାୟକ ପ୍ରଭାତ ବିଶ୍ଵାଳ ବିଜେପିରେ ଯୋଗ ଦେବା ନେଇ ବଢ଼ିଲା ଚର୍ଚ୍ଚା ବିଜେପି ରାଜ୍ୟ କାର୍ଯ୍ୟାଳୟରେ କଟକ- ଚୌଦ୍ବାର ବିଧାୟକ ସୌଭିକ ବିଶ୍ଵାଳ । ସୌଭିକଙ୍କ ଉପସ୍ଥିତିକୁ ନେଇ ବଢ଼ିଲା ଚର୍ଚ୍ଚା। ଗୋଟିଏ ପଟେ ବାପା ପ୍ରଭାତ ବିଶ୍ଵାଳ ବିଜେପିରେ ଯୋଗଦେବା ନେଇ ଚର୍ଚ୍ଚା। ଅନ୍ୟପଟେ ପୁଅ ତଥା ବିଧାୟକ ସୌଭିକ ବିଶ୍ଵାଳଙ୍କ ବିଜେପି ପାର୍ଟି ଅଫିସରେ ଉପସ୍ଥିତି ରାଜ୍ୟ ରାଜନୀତରେ ନୂଆ ଟ୍ବିଷ୍ଟ ଆଣିଛି।
ଗୋଟିଏ ପଟେ ମିଶ୍ରଣ ପର୍ବ ପ୍ରସ୍ତୁତି, ଅନ୍ୟପଟେ ଇସ୍ତଫା ପର୍ବ ରୋକିବାକୁ କସରତ । ଗୋଟିଏ ପଟେ ବାପା ପ୍ରଭାତ ବିଶ୍ୱାଳଙ୍କ ମିଶ୍ରଣ ପର୍ବ ପାଇଁ ବିଜେପି କାର୍ଯ୍ୟାଳୟକୁ ସୌଭିକ ବିଶ୍ବାଳ ଆସିଥିବା କୁହାଯାଉଛି । ଆସନ୍ତାକାଲି ପ୍ରଭାତ ବିଶ୍ବାଳ ବିଜେପିରେ ମିଶିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏହି ମିଶ୍ରଣ ପର୍ବର ପ୍ରସ୍ତୁତି ପରଖିବାକୁ ସୌଭିକ ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଆସିଥିବା କୁହାଯାଉଛି
ଅନ୍ୟପଟେ ବିଜୁ ଜନତା ଦଳ ନିଜ କର୍ମୀଙ୍କ ଇସ୍ତଫା ରୋକିବାକୁ ଚଳାଇଛି କସରତ ।
ଚୌଦ୍ୱାରରେ ବିଜେଡିରୁ ଇସ୍ତଫା ପର୍ବ ରୋକିବାକୁ ଗତକାଲି ନବୀନ ନିବାସରେ କସରତ କରାଯାଇଛି । ଏହାକୁ ନେଇ ସରଗରମ ହୋଇଛି ଚୌଦ୍ୱାର ରାଜନୀତି । କେବଳ ସେତିକି ନୁହେଁ ଗତକାଲି ଦଳୀୟ କର୍ମୀଙ୍କ ଘରକୁ ଯାଇ ମନାଇବାକୁ ଉଦ୍ୟମ କରିଥିଲେ ବିଜେଡି ଉପସଭାପତି ଦେବୀ ମିଶ୍ର । ଚୌଦ୍ବାର ଯାଇ ସେ ବିଜେଡି ନେତା ଓ କର୍ମୀଙ୍କ ସହ ଆଲୋଚନା କରିଛନ୍ତି । ଏଭଳି କସରତ ଭିତରେ ସରଗରମ ହୋଇଛି ଚୌଦ୍ବାର ରାଜନୀତି । ପ୍ରଭାତ ବିଜେପିରେ ଯୋଗଦେଲେ ପ୍ରଭାତଙ୍କ ଶହ ଶହ ଅନୁଗାମୀଙ୍କ ସହ ଅନେକ କାଉନସିଲର ବିଜେଡି ଛାଡ଼ିପାରନ୍ତି । ଏହାକୁ ନେଇ ଟେନସନରେ ବିଜେଡି।
ପଢନ୍ତୁ ଏହି ଖବର: ରାଜ୍ୟସଭା ନିର୍ବାଚନରେ ଘୋଡା ବେପାର ପ୍ରସଙ୍ଗରେ ମୁହଁ ଖୋଲିଲେ ପ୍ରଭାତ କହିଲେ ମୋ ଅପମାନର ପ୍ରତିଶୋଧ ନେଲା ପୁଅ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଗୁରୁବାର ଚୌଦ୍ୱାରରେ ପହଂଚି ବିଜେଡି କର୍ମୀଙ୍କୁ ବୁଝାଇଥିଲେ ବରିଷ୍ଠ ଉପସଭାପତି ଦେବୀ ମିଶ୍ର । ଆଉ ଶୁକ୍ରବାର ନବୀନ ନିବାସ ଡକାଇ ଜିଲ୍ଲା ସଭାପତିଙ୍କୁ ସହ ଚୌଦ୍ୱାର ପୌରାଧ୍ୟକ୍ଷ ଏବଂ କର୍ମୀଙ୍କୁ ସହ ଆଲୋଚନ କରିଥିଲେ ନବୀନ । କିନ୍ତୁ ସେପଟେ ଚୌଦ୍ୱାରରେ ଚାଲିଥିଲା ଇସ୍ତଫା ପର୍ବ।
ପ୍ରଭାତ ବିଶ୍ୱାଳ ବିଜେପିରେ ମିଶିବା ପ୍ରସଙ୍ଗରେ ବିଜେପି ବିଧାୟକ ବାବୁ ସିଂ ପ୍ରତିକ୍ରିୟା ରଖିଛନ୍ତି ।ସେ କହିଛନ୍ତି "ଆମର ଦଳ ବିଶ୍ୱର ସର୍ବବୃହତ ଦଳ। ଦଳରେ କିଏ ସେ ନିଷ୍ପତ୍ତି ଦଳର ସଭାପତି ଓ ଶୀର୍ଷ ନେତୃତ୍ୱ ନିଅନ୍ତି। ପ୍ରଭାତ ବିଶ୍ୱାଳ ଆମ ଦଳକୁ ଆସିଲେ କୌଣସି ଅସୁବିଧା ନାହିଁ। ପୂର୍ବରୁ ଅନେକ ନେତା ବିଜେପିରେ ମିଶିଛନ୍ତି" ।

Related Topics
Explore more stories