Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆସନ୍ତା 20ରେ ବାଚସ୍ପତି ନିର୍ବାଚନ

Banajyotshna Ray
Browse all articles by Banajyotshna Ray
·2 years ago
ଆସନ୍ତା 20ରେ ବାଚସ୍ପତି ନିର୍ବାଚନ

ଅର୍ଗସ ବ୍ୟୁରୋ:  ଆସନ୍ତା 20 ତାରିଖରେ ହେବ ବାଚସ୍ପତି ନିର୍ବାଚନ ।  ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଅସ୍ଥାୟୀ ବାଚସ୍ପତ୍ତି ଭାବେ ନିଯୁକ୍ତ ହୋଇଛନ୍ତି। ଅସ୍ଥାୟୀ ବାଚସ୍ପତି ଭାବେ ଆଜି ଶପଥ ନେବେ ରଣେନ୍ଦ୍ର ପ୍ରତାପ ସ୍ବାଇଁ। ଏଥିସହ ନୂଆ ବିଧାୟକମାନେ ଜୁନ 18 ଏବଂ 19 ତାରିଖରେ ଶପଥ ନେବେ । ପରମ୍ପରା ଅନୁଯାୟୀ ଜଣେ ବରିଷ୍ଠ ଓ ଅଭିଜ୍ଞ ବିଧାୟକଙ୍କୁ ଅସ୍ଥାୟୀ ବାଚସ୍ପତି ଭାବେ ନିଯୁକ୍ତି ଦିଆଯାଏ। ନୂଆ ବାଚସ୍ପତି ନିର୍ବାଚନ ପର୍ଯ୍ୟନ୍ତ ସେ ଗୃହ ପରିଚାଳନା କରନ୍ତି। ଏଖବରକୁ ନେଇ ସମସ୍ତେ ଉତ୍ସାହିତ ଅଛନ୍ତି।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Speaker election on 20th | Argus News