ଲକ୍ଷ୍ମୀ ମୋବାଇଲ୍ସର ସ୍ପେଶାଲ ଅଫର୍; 15 ରୁ 50 ହଜାର ଟଙ୍କାର ମୋବାଇଲ କିଣି ପାଆନ୍ତୁ ମାଗଣା ଉପହାର

ଅର୍ଗସ ବ୍ୟୁରୋ : ଆପଣ ନୂଆ ଫୋନ କିଣିବାକୁ କିଛି ପ୍ଲାନ୍ କରିଛନ୍ତି କି ? ତାହେଲେ ଖାଲି ଫୋନ କାହିଁକି ତା ସହିତ ଘରକୁ ନେଇଯାଆନ୍ତୁ ବହୁତ୍ ଗୁଡାଏ ଗିଫ୍ଟସ୍ । ତାହା ବି ମାଗଣାରେ । ସହିଦନଗରର ଲକ୍ଷ୍ମୀ ମୋବାଇଲ୍ସ ଆଣିଦେଇଛି ମକର ସଂକ୍ରାନ୍ତି ସ୍ପେଶାଲ ବମ୍ପର ଅଫର୍ । ମକର ସଂକ୍ରାନ୍ତିରେ ଯଦି ଆପଣ ନିଜ ପ୍ରିୟଜନଙ୍କୁ ମୋବାଇଲ ଗିଫ୍ଟ କିଣିବାକୁ ଚାହୁଁଛନ୍ତି ତେବେ ଆଉ ଡେରି କରନ୍ତୁନି । No Cost EMI ରେ ଆପଣ ମୋବାଇଲ କିଣନ୍ତୁ । ତା ସହ ପାଆନ୍ତୁ ଆକର୍ଷଣୀୟ ମାଗଣା ଉପହାର ।
ତେବେ ଏହି ଅଫର୍ ୧୪ ତାରିଖରୁ ୧୪ ଦିନ ପର୍ଯ୍ୟନ୍ତ ଚାଲିବ । ୧୫,୦୦୦ ରୁ ୫୦,୦୦୦ ପର୍ଯ୍ୟନ୍ତ ଯେକୌଣସି ଫୋନ କିଣି ଆପଣ ପାଇପାରିବେ ବ୍ଲୁଟୁଥ୍ ସ୍ପିକର , ସ୍ମାର୍ଟ ୱାଚ, ଚାର୍ଜର, ସେଲ୍ଫି ଷ୍ଟିକ୍ ଆହୁରି ବହୁତ କିଛି ତାହା ପୁଣି ବିନା କିଛି ସୁଧରେ ।
ଖାଲି ସେତିକି ନୁହେଁ, ଯଦି ଆପଣ ୧୫,୦୦୦ ତଳକୁ ମୋବାଇଲ ଆଣୁଛନ୍ତି ତାହେଲେ ଆପଣ କୁପନ କାଡ୍ ମାଧ୍ୟମରେ ଉପହାର ବି ପାଇପାରିବେ । ତେବେ ଅପେକ୍ଷା କାହିଁକି ସହିଦନଗର ଲକ୍ଷ୍ମୀ ମୋବାଇଲ୍ସ ସପ୍ କୁ ଶୀଘ୍ର ଶୀଘ୍ର ଯାଆନ୍ତୁ ଆଉ ପାଆନ୍ତୁ ମଜେଦାର ଗିଫ୍ଟସ୍ ।
📱 Get Argus News App
✨ଅଧିକ ପଡ଼ନ୍ତୁ ଓଡ଼ିଶା ଖବର