Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କଏଦୀ ହୋଇ ରାତି କଟାଇଲେ ଜେଲର୍ ସତ୍ୟ ପ୍ରକାଶ ସ୍ୱାଇଁ

Banajyotshna Ray
Browse all articles by Banajyotshna Ray
·1 year ago
କଏଦୀ ହୋଇ ରାତି କଟାଇଲେ ଜେଲର୍ ସତ୍ୟ ପ୍ରକାଶ ସ୍ୱାଇଁ

ଅର୍ଗସ ବ୍ୟୁରୋ:  ଜେଲରେ କଏଦୀ ହୋଇ ରାତି କାଟିଲେ ଜେଲର୍। ଯେଉଁ ଜେଲରେ ଦିନେ ସୁପରିଟେଣ୍ଡେଣ୍ଟ ଥିଲେ ସେହି ଜେଲରେ କଏଦୀ ହୋଇ ରାତି କଟାଇଲେ ଜେଲର୍ ସତ୍ୟ ପ୍ରକାଶ ସ୍ୱାଇଁ । ଝାରପଡା ଜେଲର 2 ନମ୍ବର ସେଲରେ ତାଙ୍କର ରାତି କଟିଛି । ରାତିରେ ଚୁଡା ଗୁଡ଼ ଖାଇବା ପରେ ଅନ୍ୟ କଏଦୀଙ୍କ ସହ ମିଶି ରହିଥିଲେ । ଆଜି ସକାଳେ ଉପମା ଏବଂ ଘୁଗୁନି ଖାଇଛନ୍ତି । ଗତକାଲି ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଗିରଫ ହୋଇ ଝାରପଡା ଜେଲ ଯାଇଥଲେ ପୂର୍ବତନ ଝାରପଡା ଜେଲ ସୁପରିଟେଣ୍ଡେଣ୍ଟ ସତ୍ୟ ପ୍ରକାଶ ସ୍ୱାଇଁ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
spending the night as a prisoner the jailer | Argus News