Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଭୁବନେଶ୍ଵରରେ ପହଞ୍ଚିଲେ ରାଜ୍ୟ ବିଜେପି ପ୍ରଭାରୀ ବିଜୟ ପାଲ ସିଂ

Smruti Parija
Browse all articles by Smruti Parija
·1 year ago
ଭୁବନେଶ୍ଵରରେ ପହଞ୍ଚିଲେ ରାଜ୍ୟ ବିଜେପି ପ୍ରଭାରୀ ବିଜୟ ପାଲ ସିଂ

ଭୁବନେଶ୍ୱର: ଭୁବନେଶ୍ଵରରେ ପହଞ୍ଚିଲେ ରାଜ୍ୟ ବିଜେପି ପ୍ରଭାରୀ ବିଜୟ ପାଲ ସିଂ ରତ୍ନଭଣ୍ଡାର ହେଉ କି ଚାରିଦ୍ବାର ଖୋଲିବା ପ୍ରସଙ୍ଗ, ସବୁ ପ୍ରତିଶ୍ରୁତି ପାଳନ କରୁଛୁ । ଏୟାରପୋର୍ଟରେ ପ୍ରଭାରୀ ବିଜୟ ପାଲ ସିଂ ତୋମାର ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଛି । ପରେ ପ୍ରତିକ୍ରିୟା ରଖି ତୋମାର କହିଛନ୍ତି, ବିଜେପି ସଂକଳ୍ପ ପତ୍ରରେ ଯାହା କହିଥିଲା ତାହା କରୁଛି ।

ଆଜିଠାରୁ ସୁଭଦ୍ରା ଯୋଜନାର ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହେଉଛି । ରତ୍ନଭଣ୍ଡାର ହେଉ କି ଚାରିଦ୍ବାର ଖୋଲିବା ପ୍ରସଙ୍ଗ, ସବୁ ପ୍ରତିଶ୍ରୁତି ପାଳନ କରୁଛୁ । ସୁନୀତି ମୁଣ୍ଡଙ୍କୁ ବିଜେପିରୁ ନିଲମ୍ବନ କରାଯିବା ନେଇ ପ୍ରତିକ୍ରିୟା ରଖି କହିଛନ୍ତି, `ଦଳୀୟ ଅନୁଶାସନ ଯିଏ ବି ଭଙ୍ଗ କରିବ, ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ' ।

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
State BJP chief Vijay Pal Singh reached Bhubaneswar | Argus News