Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଏଫଡିଆଇକୁ ନେଇ ବର୍ଷିଲେ ରାଜ୍ୟ ବିଜେପି ଉପସଭାପତି ଲେଖାଶ୍ରୀ ସାମନ୍ତସିଂହାର

Banajyotshna Ray
Browse all articles by Banajyotshna Ray
·2 years ago
ଏଫଡିଆଇକୁ ନେଇ ବର୍ଷିଲେ ରାଜ୍ୟ ବିଜେପି ଉପସଭାପତି ଲେଖାଶ୍ରୀ ସାମନ୍ତସିଂହାର

ଅର୍ଗସ ବ୍ୟୁରୋ:  ଏଫଡିଆଇକୁ ନେଇ ପୁଣି ବର୍ଷିଲେ ରାଜ୍ୟ ବିଜେପି ଉପସଭାପତି ଲେଖାଶ୍ରୀ ସାମନ୍ତସିଂହାର । ସୋସିଆଲ୍ ମିଡିଆରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି, ସରକାରଙ୍କ ଫରେନ୍ ବୁଲା ଅଧିକ କିନ୍ତୁ ପୁଞ୍ଜି ନିବେଶ କମ୍ । ବିଦେଶୀ ପୁଞ୍ଜି ନିବେଶରେ ଦେଶର 20 ନମ୍ବରରେ ରହିଛି ଓଡ଼ିଶା । ଗତ 4 ବର୍ଷରେ ରାଜ୍ୟରେ ହୋଇଛି ମାତ୍ର 1251 କୋଟିର ପୁଞ୍ଜି ନିବେଶ । ଯାହା ଉପରେ ସରକାରଙ୍କର ନଜର ନାହିଁ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
State BJP Vice President lekhashree Samantasinghar criticized FDI | Argus News