ଆଜି ବସୁଛି ରାଜ୍ୟ କ୍ୟାବିନେଟ: ନୂଆ ସରକାରର ଦ୍ୱିତୀୟ କ୍ୟାବିନେଟ୍ ବୈଠକ ଉପରେ ନଜର
·1 year ago

ଅର୍ଗସ ବ୍ୟୁରୋ: ଆଜି କ୍ୟାବିନେଟ ମିଟିଂ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ । ରାଜ୍ୟ ସରକାର ବଜେଟ୍ ଆଗତ କରିବା ପୂର୍ବରୁ ଏହି ବୈଠକ ବସୁଛି । ତେଣୁ ଅନେକ ପ୍ରସଙ୍ଗ ଉପରେ କ୍ୟାବିନେଟ୍ ମୋହର ବାଜିପାରେ ।
ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝୀ ଶପଥ ନେବା ପରେ ପ୍ରଥମ ଦିନରେ କ୍ୟାବିନେଟ୍ ବୈଠକ ବସିଥିଲା । ଏଥିରେ ଶ୍ରୀମନ୍ଦିର ଚାରିଦ୍ୱାର, ଚାଷୀଙ୍କ ଏମଏସପି ଆଦି ପ୍ରସଙ୍ଗରେ କ୍ୟାବିନେଟ୍ ବୈଠକ ବସିଥିଲା ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: