Videos
|
Odisha

ରାଜ୍ୟ ସରକାରଙ୍କ ଡ୍ରିଙ୍କ ଫ୍ରମ ଟ୍ୟାପ ଯୋଜନା ଫେଲ୍

Manini Pattanayak
Browse all articles by Manini Pattanayak
·2 years ago
ରାଜ୍ୟ ସରକାରଙ୍କ ଡ୍ରିଙ୍କ ଫ୍ରମ ଟ୍ୟାପ ଯୋଜନା ଫେଲ୍

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଡ୍ରିଙ୍କ ଫ୍ରମ ଟ୍ୟାପ ଯୋଜନା ଫେଲ୍। ଅତ୍ୟାବଶୀକିୟ ପାନୀୟ ଜଳ ପାଇଁ ଗ୍ରାମବାସୀ ହନ୍ତସନ୍ତ। ରାଜସ୍ଵ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ନିର୍ବାଚନ ମଣ୍ଡଳୀରେ ଗାଁରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସାଧାରଣ ଗ୍ରାମବାସୀ।

ନିର୍ବାଚନରେ ମନ୍ତ୍ରୀ ମାରାଣ୍ଡିଙ୍କୁ ବିରୋଧର ଦେଲେ ଚେତାବନୀ। ଶତାଧିକ ମହିଳା ହାତରେ ଗଗରା, ବାଲ୍ଟି ଧରି କୁଳିଅଣା ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ। ସେପଟେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ବ୍ଲକ ଯନ୍ତ୍ରୀଙ୍କ ଅବସ୍ଥାବିକ ଯୁକ୍ତି। 
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
State government's drink-from-tap scheme fails | Argus News