Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନିର୍ବାଚନ ପାଇଁ ଚେକିଂ ଜୋରଦାର: ଭୁବନେଶ୍ୱରରୁ ଟଙ୍କା ନେଇ ଯାଉଥିବା ଗାଡି ଜବତ

Ritu Das
Browse all articles by Ritu Das
·2 years ago
ନିର୍ବାଚନ ପାଇଁ ଚେକିଂ ଜୋରଦାର: ଭୁବନେଶ୍ୱରରୁ ଟଙ୍କା ନେଇ ଯାଉଥିବା ଗାଡି ଜବତ

ଅର୍ଗସ ବ୍ୟୁରୋ: ନିର୍ବାଚନ ପାଇଁ ଜୋରଦାର ହୋଇଛି ପୋଲିସ ଚେକିଂ । ବ୍ଲକିଂ ବେଳେ ଧରାପଡ଼ିଛି ଚୋରା ଗାଡି଼ ଓ ଟଙ୍କା । ଚନ୍ଦ୍ରଶେଖରପୁରରେ ସାଢେ ୩ ଲକ୍ଷ ଟଙ୍କା ସହ ତମାଣ୍ଡୋରେ ଚୋରା ମୋରମ ବୋଝେଇ ଟ୍ରକ ଜବତ ହୋଇଛି । ଏନେଇ ସୂଚନା ଦେଇ ପୋଲିସ କମିଶନର ସଞ୍ଜୀବ ପଣ୍ଡା କହିଛନ୍ତି, "ରାତ୍ରିକାଳୀନ ଚେକିଂ ଜୋରଦାର କରାଯାଇଛି । 

ଶନିବାର ରାତିରେ ଚେକିଂ ବେଳେ ନଗଦ ଟଙ୍କା ଯାଉଥିବା ଗାଡି ସହ ୫ଟି ଚୋରା ମୋଟର ସାଇକେଲ ଜବତ କରାଯାଇଛି । ତମାଣ୍ଡୋ ଥାନା ଅଞ୍ଚଳରେ ୫ଟି ଚୋରା ମୋରମ ବୋଝେଇ ଟ୍ରକ ମଧ୍ୟ ଜବତ କରାଯାଇଛି । ମୋଟ ୬୦ଟି ଗାଡ଼ି ଜବତ ହୋଇଛି, ଯାହାର ଡ୍ରାଇଭର ମଦ୍ୟପାନ କରି ଡ୍ରାଇଭ କରୁଥିବା ବେଳେ ଧରାପଡିଛନ୍ତି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
state huge amount | Argus News