Videos
|
Odisha

ଶ୍ରୀମନ୍ଦିର ହୁଣ୍ଡିରୁ ଟଙ୍କା ଚୋରି

Manini Pattanayak
Browse all articles by Manini Pattanayak
·2 years ago
ଶ୍ରୀମନ୍ଦିର ହୁଣ୍ଡିରୁ ଟଙ୍କା ଚୋରି

ପୁରୀ:  ଶ୍ରୀମନ୍ଦିର ହୁଣ୍ଡିରୁ ଟଙ୍କା ଚୋରି। ଗଣତି ବେଳେ ଟଙ୍କା  ଚୋରି।  ତେବେ ହୁଣ୍ଡିରୁ ଚୋରି କରି ଧରାପଡିଲେ ପିଅନ। ଡୋନେସନ ସେଲରେ ଟଙ୍କା ଗଣତି ବେଳେ ଏପରି ଘଟଣା ଘଟିଛି।

ଚୋରିର ସମସ୍ତ ଘଟଣା ସିସିଟିଭିରେ  କଏଦ ହୋଇଛି।  ଚୋରି କରିଥିବା  ପିଅନଙ୍କଠୁ ଜବତ ହୋଇଛି ୩୫ ହଜାର  ଟଙ୍କା । 

ଅଧିକ ପଢନ୍ତୁ  ଓଡିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Stealing money from Kalia Hundi | Argus News