ବାଘ ଛାଲ ଜବତ କଲା STF ଟିମ
·2 years ago

ଅର୍ଗସ ବ୍ୟୁରୋ: ଦାରିଙ୍ଗବାଡ଼ି ଥାନା ଅଞ୍ଚଳରୁ ଚିତାବାଘ ଛାଲ ଜବତ କଲା STF ଦଳ। ଚିତା ବାଘ ଛାଲ ସହିତ ଗୋଟିଏ ଦେଶୀ ବନ୍ଧୁକ ଜବତ କରି ଜଣଙ୍କୁ ଗିରଫ କରାଯାଇଛି।
ଗିରଫ ଜଣକ ହେଲେ ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଗୋହିବାଡ଼ି ଗ୍ରାମର ଗଞ୍ଜନ ପ୍ରଧାନ। ଅଭିଯୁକ୍ତଙ୍କୁ STF ଦଳ ଗିରଫ କରିଥିବା ବେଳେ ଭୁବନେଶ୍ୱର ନେଇ ପଚରା ଉଚରା କରିଯାଇଛି। ଆଜି ଦାରିଙ୍ଗବାଡ଼ି କୋର୍ଟରେ ହାଜର କରାଯିବା ନେଇ ସୂଚନା ରହିଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
