Videos
|
Odisha

ଶ୍ରୀମନ୍ଦିରରୁ ପୁଣି ଖସିଲା ପଥର

Banajyotshna Ray
Browse all articles by Banajyotshna Ray
·2 years ago
ଶ୍ରୀମନ୍ଦିରରୁ ପୁଣି ଖସିଲା ପଥର

ଅର୍ଗସ ବ୍ୟୁରୋ: ଶ୍ରୀମନ୍ଦିରରୁ ପୁଣି ଖସିଲା ପଥର। ବିମଳାଙ୍କ ମନ୍ଦିର ନିକଟରେ ଥିବା ବରାହ ମନ୍ଦିରରୁ ଆଜି ଭୋରରୁ ଖସିଲା ପଥର। 5 ଇଞ୍ଚ ଓସାର ଏବଂ 10 ଇଞ୍ଚ ଲମ୍ବର ପଥର ଖସିଥିବା ସୂଚନା। କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି। ଏଏସଆଇ ପକ୍ଷରୁ ପଥରକୁ ସଂଗ୍ରହ କରାଯାଇଛି। ତେବେ କିଭଳି ଭାବରେ ପଥର ଖସିଲା ତାହା ଏବେ ବଡ ପ୍ରଶ୍ନ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Stone falls Off Puri Jagannath Temple | Argus News