|
logo
Live
Argus News App
GET APP

Argus News - ଖଣିରେ ବ୍ଲାଷ୍ଟିଂ ବେଳେ ଅଘଟଣ; ଚାଲିଗଲା ୪ ଶ୍ରମିକଙ୍କ ଜୀବନ

Odisha

Stone Mine Blast / ଖଣିରେ ବ୍ଲାଷ୍ଟିଂ ବେଳେ ଅଘଟଣ; ଚାଲିଗଲା ୪ ଶ୍ରମିକଙ୍କ ଜୀବନ

Sushanta Sahoo
Browse all articles by Sushanta Sahoo
·2 months ago·1 min read
ଖଣିରେ ବ୍ଲାଷ୍ଟିଂ ବେଳେ ଅଘଟଣ; ଚାଲିଗଲା ୪ ଶ୍ରମିକଙ୍କ ଜୀବନ
Stone Quarry Explosion Leaves 4 Dead in Dhenkanal

Key Points

ବ୍ଲାଷ୍ଟିଂ ବେଳେ ଚାଲିଗଲା ୪ ଜଣଙ୍କ ଜୀବନ । ମୋଟଙ୍ଗା ଥାନା ଅନ୍ତର୍ଗତ ଗୋପାଳପୁର ଗାଁ ନିକଟରେ ଥିବା ପଥର ଖଣିରେ ବିସ୍ଫୋରଣରେ ୪ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
ଢେଙ୍କାନାଳ: ପଥର ଖଣିରେ ଅଘଟଣ । ବ୍ଲାଷ୍ଟିଂ ବେଳେ ଚାଲିଗଲା ୪ ଜଣଙ୍କ ଜୀବନ । ମୋଟଙ୍ଗା ଥାନା ଅନ୍ତର୍ଗତ ଗୋପାଳପୁର ଗାଁ ନିକଟରେ ଥିବା ପଥର ଖଣିରେ ବିସ୍ଫୋରଣରେ ୪ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ଏଥିସହ ପଢ଼ନ୍ତୁ: ଟ୍ରାଫିକ୍‌ରେ ଅମାନିଆ 'ଆମ ବସ୍'; ଦିନରେ ନେଲା ଅଟୋ ଚାଳକଙ୍କ ଜୀବନ, ଏବେ ସ୍କୁଟିକୁ ପିଟିଲା

ପଥର ଖଣିରେ ବ୍ଲାଷ୍ଟିଂ ବେଳେ ୪ ଜଣ ଶ୍ରମିକ ପ୍ରାଣ ହରାଇଛନ୍ତି । ଖବର ପାଇ ମୋଟଙ୍ଗା ଥାନା ପୋଲିସ ଖଣିରେ ପହଞ୍ଚିଛନ୍ତି । ତେବେ ପଥର ଖଣିରୁ ଖନନ ପାଇଁ ତହସିଲ୍ କାର୍ଯ୍ୟାଳୟ ଅନୁମତି ଦେଇଥିଲା କି ନାହିଁ ? ଯଦି ଦେଇଥିଲା ବ୍ଲାଷ୍ଟିଂ ପାଇଁ ଅନୁମତି ଥିଲା ତ ? ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ବିସ୍ଫୋରଣରେ ୪ ଜଣଙ୍କ ମୃତ୍ୟୁ ପରେ ପ୍ରଶାସନ ତତ୍ପର ହୋଇଛି । ଏଥିରେ ଆଉ କେହି ମୃତାହତ ହୋଇଛନ୍ତି କି ନାହିଁ ସ୍ପଷ୍ଟ ହୋଇ ନାହିଁ । ବିସ୍ଫୋରଣରେ ୪ ଶ୍ରମିକଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Stone Mine Blast: ଖଣିରେ ବ୍ଲାଷ୍ଟିଂ ବେଳେ ଅଘଟଣ; ଚାଲିଗଲା ୪ ଶ୍ରମିକଙ୍କ ଜୀବନ | Argus News