Videos
|
Odisha

ବାତ୍ୟା କ୍ଷୟକ୍ଷତି ଟଙ୍କା, ୭ ଦିନ ଭିତରେ ଜିଲ୍ଲାପାଳ ଚାଷୀଙ୍କୁ କ୍ଷୟକ୍ଷତି ଟଙ୍କା କରିବେ ବଣ୍ଟନ

Banajyotshna Ray
Browse all articles by Banajyotshna Ray
·1 year ago
ବାତ୍ୟା କ୍ଷୟକ୍ଷତି ଟଙ୍କା, ୭ ଦିନ ଭିତରେ ଜିଲ୍ଲାପାଳ ଚାଷୀଙ୍କୁ କ୍ଷୟକ୍ଷତି ଟଙ୍କା କରିବେ ବଣ୍ଟନ

ଅର୍ଗସ ବ୍ୟୁରୋ:  ଆଜି ସନ୍ଧ୍ୟା ସୁଦ୍ଧା ବିଭିନ୍ନ ଜିଲ୍ଲାକୁ ଅନଲାଇନରେ ପଠାଯିବ ବାତ୍ୟା କ୍ଷୟକ୍ଷତି ଟଙ୍କା | 7 ଦିନ ଭିତରେ ଜିଲ୍ଲାପାଳ ଚାଷୀଙ୍କୁ କ୍ଷୟକ୍ଷତି ଟଙ୍କା ବଣ୍ଟନ କରିବେ | ଗତକାଲି ବିଭିନ୍ନ ଜିଲ୍ଲା ଓ ବିଭାଗରୁ ବାତ୍ୟା ଦାନା କ୍ଷୟକ୍ଷତିର ରିପୋର୍ଟ ପଂହଁଚିଛି | ଓଡ଼ିଶାରେ ସାମଗ୍ରିକ ଭାବେ ଫସଲ, ଘର ଏବଂ ବିଭିନ୍ନ ବିଭାଗର ଚୂଡ଼ାନ୍ତ ଆକଳନ 616 କୋଟି 19 ଲକ୍ଷ 30 ହଜାର ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ବିଭିନ୍ନ ବିଭାଗର କ୍ଷୟ କ୍ଷତି ଅର୍ଥ ରାଶି ଆଜି ସନ୍ଧ୍ୟାରେ ବିଭାଗ ମାନଙ୍କୁ ପ୍ରଦାନ କରାଯିବ ବୋଲି ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: