Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମାଡ଼ି ଆସୁଛି ବାତ୍ୟା 'ଦାନା'

Odisha

ମାଡ଼ି ଆସୁଛି ବାତ୍ୟା 'ଦାନା'

Swayangprajna Mishra
Browse all articles by Swayangprajna Mishra
·1 year ago
ମାଡ଼ି ଆସୁଛି ବାତ୍ୟା 'ଦାନା'

ଅର୍ଗସ ବ୍ୟୁରୋ : ଗଭୀର ଅବପାତରେ ପରିଣତ ହେଲା ପୂର୍ବ ମଧ୍ୟ ବଙ୍ଗୋପ ସାଗରରେ ସୃଷ୍ଟିହୋଇଥିବା ଅବପାତ । ଗୁରୁବାର ରାତି-ଶୁକ୍ରବାର ସକାଳ ମଧ୍ୟରେ ପୁରୀରୁ ପଶ୍ଚିମବଙ୍ଗ ସାଗର ଦୀପ ମଧ୍ୟରେ ଉପକୂଳ ଛୁଇଁପାରେ `ଦାନା' ।

ଅଧିକ ପଢନ୍ତୁ : ବାତ୍ୟା ‘ଦାନା’ ପ୍ରସଙ୍ଗ : ରିଲିଫ କାର୍ଯ୍ୟରେ ପ୍ରଶାସନ ଓ ସରକାରଙ୍କୁ ସହଯୋଗ କରିବାକୁ କାର୍ଯ୍ୟକର୍ତ୍ତା ନିୟୋଜିତ ହେବ

100ରୁ 120 କିଲୋମିଟର ରହିପାରେ ପବନର ବେଗ । ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା, ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା । 24ରେ  7ଟି ଓ 25 ତାରିଖରେ 4 ଜିଲ୍ଲାକୁ ରେଡ୍ ଆଲର୍ଟ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Storm 'Dana' is coming | Argus News