Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆରମ୍ଭ ହୋଇଛି ଷ୍ଟ୍ରୀଟ୍ ଫୁଟବଲ ଚାମ୍ପିୟନସିପ୍ 'ଏକାମ୍ର କପ୍ '

Odisha

ଆରମ୍ଭ ହୋଇଛି ଷ୍ଟ୍ରୀଟ୍ ଫୁଟବଲ ଚାମ୍ପିୟନସିପ୍ 'ଏକାମ୍ର କପ୍ '

Banajyotshna Ray
Browse all articles by Banajyotshna Ray
·2 years ago
ଆରମ୍ଭ ହୋଇଛି ଷ୍ଟ୍ରୀଟ୍ ଫୁଟବଲ ଚାମ୍ପିୟନସିପ୍ 'ଏକାମ୍ର କପ୍ '

ଅର୍ଗସ ବ୍ୟୁରୋ: ଆରମ୍ଭ ହୋଇଛି ଷ୍ଟ୍ରୀଟ୍ ଫୁଟବଲ ଚାମ୍ପିୟନସିପ୍ 'ଏକାମ୍ର କପ୍ ' । ଜଗରନଟସ ସ୍ପୋର୍ଟିଂ ଫାଉଣ୍ଡେସନ ପକ୍ଷରୁ ଏହାର ଆୟୋଜନ କରାଯାଇଛି । ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ 38ଟି ଟିମ୍ ଏଥିରେ ଭାଗ ନେଉଛନ୍ତି । ବିଦେଶୀ ଛାତ୍ରଙ୍କୁ ନେଇ ମଧ୍ୟ 2ଟି ଟିମ୍ ରହିଛି  । 17 ଓ 18 ଫେବ୍ରୁଆରୀ ଦୁଇ ଦିନ ଧରି ଏହାର ଆୟୋଜନ । ରସୁଲଗଡ଼ର JLB ଏରିନାରେ ସମସ୍ତ ମ୍ୟାଚ୍ ଖେଳାଯାଉଛି । ବିଜେତା ଦଳ ପାଇଁ 50 ହଜାର ଟଙ୍କାର ପୁରସ୍କାର ରାଶି ରଖାଯାଇଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Street Football Championship 'Ekaamra Cup' Begins | Argus News