ତାତିଲେ ଛାତ୍ରଛାତ୍ରୀ, ଲାଗିଲା ପାଣ୍ଡିଆନ ନାରା
·2 years ago

ଅର୍ଗସ ବ୍ୟୁରୋ: ପାଣ୍ଡିଆନ ମୁର୍ଦ୍ଦାବାଦ ନାରାରେ କମ୍ପିଲା କଲେଜ କ୍ୟାମ୍ପସ୍ । ସରକାରଙ୍କ ନୂଆ-ଓ କାର୍ଯ୍ୟକ୍ରମରେ ବୈକୁଣ୍ଠନାଥ କଚୁଆଡି କଲେଜରେ ଛାତ୍ର ବୃତ୍ତିରୁ ବାଦ ପଡିବାରୁ ତାତିଲେ ପିଲା । ପାଣ୍ଡିଆନ ମୁର୍ଦ୍ଦାବାଦ ନାରା ଦେଇ ଜୋରଦାର୍ ବିରୋଧ କରିଛନ୍ତି ଛାତ୍ରଛାତ୍ରୀ । ରାଜ୍ୟ ସରକାର ଛାତ୍ରବୃତ୍ତି ମାଧ୍ୟମରେ ଛାତ୍ରୀଙ୍କୁ 10 ହଜାର, ଛାତ୍ରଙ୍କୁ 9 ହଜାର ଦେବାର ଘୋଷଣା କରିଥିଲେ । ହେଲେ ବୈକୁଣ୍ଠନାଥ +3 କଲେଜରେ ଛାତ୍ରଛାତ୍ରୀ ବାଦ ପଡିଥିବାରୁ 5T ଅଧ୍ୟକ୍ଷଙ୍କୁ ବିରୋଧ କରିଛନ୍ତି ଛାତ୍ରଛାତ୍ରୀ । କଲେଜ ସାମ୍ନାରେ ଆନ୍ଦୋଳନ କରି ପ୍ରତିବାଦ କରିଛନ୍ତି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: