Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଯୁକ୍ତ ଦୁଇ ପରୀକ୍ଷା ପାଇଁ ଆଜିଠୁ ପରୀକ୍ଷାର୍ଥୀଙ୍କୁ ମିଳିବ ଆଡମିଟ କାର୍ଡ

Odisha

ଯୁକ୍ତ ଦୁଇ ପରୀକ୍ଷା ପାଇଁ ଆଜିଠୁ ପରୀକ୍ଷାର୍ଥୀଙ୍କୁ ମିଳିବ ଆଡମିଟ କାର୍ଡ

Ritu Das
Browse all articles by Ritu Das
·2 years ago
ଯୁକ୍ତ ଦୁଇ ପରୀକ୍ଷା ପାଇଁ ଆଜିଠୁ ପରୀକ୍ଷାର୍ଥୀଙ୍କୁ ମିଳିବ ଆଡମିଟ କାର୍ଡ

ଅର୍ଗସ ବ୍ୟୁରୋ: ଯୁକ୍ତ ଦୁଇ ପରୀକ୍ଷା ପାଇଁ ଆଜିଠୁ ଓ୍ବେବସାଇଟ ରେ ଉପଲବ୍ଧ ହେବ ଆଡମିଟ କାର୍ଡ। ଉଭୟ ରେଗୁଲାର ଏବଂ ଏକ୍ସ ରେଗୁଲାର ପିଲାଙ୍କ ଆଡମିଟ କାର୍ଡ଼ ମଳିବ। ସାମ୍ସ ଇ-ସ୍ପେସ ଓ୍ବେବସାଇଟରୁ କଲେଜ କର୍ତ୍ତୃପକ୍ଷ ଆଡମିଟ କାର୍ଡ ଡାଉନଲୋଡ କରିପାରିବେ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସମସ୍ତ ୟୁକ୍ତ ଦୁଇ କଲେଜ ଅଧୀକ୍ଷକଙ୍କୁ ଚିଠି କରାଯାଇଛି। 

ଜାନୁୟାରୀ ୨ରୁ ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହେଉଥିବା ବେଳେ  ଫେବୃଆରୀ ୧୬ ତାରିଖଠୁ ଥିଓରୀ ପରୀକ୍ଷା ଆରମ୍ଭ ହେବ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
students will | Argus News