Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ସୁବର୍ଣ୍ଣପୁର ଗଜଲକ୍ଷ୍ମୀ ପୂଜା, ମଣ୍ଡପରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ

Odisha

ସୁବର୍ଣ୍ଣପୁର ଗଜଲକ୍ଷ୍ମୀ ପୂଜା, ମଣ୍ଡପରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ

Swayangprajna Mishra
Browse all articles by Swayangprajna Mishra
·2 years ago
ସୁବର୍ଣ୍ଣପୁର ଗଜଲକ୍ଷ୍ମୀ ପୂଜା, ମଣ୍ଡପରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ସହରରେ ଜମୁଛି ଗଜଲକ୍ଷ୍ମୀ ପୂଜାର ମାହୋଲ୍। କାର୍ତ୍ତିକ ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇଥିବା ଲକ୍ଷ୍ମୀ ପୂଜା ମଣ୍ଡପ ମାନଙ୍କରେ ଭକ୍ତ ଶ୍ରଦ୍ଧାଳୁ ମାନଙ୍କ ଭିଡ ଦେଖିବାକୁ ମିଳୁଛି । ବିଶେଷକରି ଘୋଡ଼ାଘାଟ ପଡ଼ାରେ ଦୀର୍ଘ ୫୩ ବର୍ଷ ଧରି ଆୟୋଜିତ ହୋଇ ଆସୁଥିବା ପୂଜା ମଣ୍ଡପରେ ପାରମ୍ପରିକ ରୀତନୀତିରେ ପୂଜା ପାଠ ଚାଲିଛି ।

ଅଧିକ ପଢନ୍ତୁ : ଆଜି ଠାରୁ ଆରମ୍ଭ ଢ଼େଙ୍କାନାଳ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା

ସନ୍ଧ୍ୟା ସମୟରେ ମା'ଙ୍କ ଆଳତି କାର୍ଯ୍ୟକ୍ରମ ହେଉଥିବାବେଳେ ଶ୍ରଦ୍ଧାଳୁମାନେ ଦର୍ଶନ ପାଇଁ ଲମ୍ବା ଲାଇନ୍ ଲଗାଇଛନ୍ତି । ମା'ଙ୍କୁ ଦର୍ଶନ କରି ଭକ୍ତମାନେ ନିଜକୁ ଗର୍ବିତ ମନେ କରୁଛନ୍ତି । ରଙ୍ଗୀନ ଆଲୋକ ମାଲାରେ ଚାରିଆଡ଼େ ମନୋଲୋଭା ପରିବେଶ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Subarnapur Gajalakshmi Puja | Argus News