Subhadra Scheme / ଏହି ଦିନ ପୁଣି ମିଳିବ ସୁଭଦ୍ରା ଟଙ୍କା ? କିଛି ପାଇନଥିଲେ ଆଜି କରନ୍ତୁ ଆବେଦନ, ନହେଲେ...
·4 months ago·2 min read

Key Points
ସୁଭଦ୍ରା ୫ମ କିସ୍ତି କେବେ ଆସିବ?
ଆବେଦନ ପାଇଁ ଆଉ ରହିଲା ୪ ଦିନ
ଜାଣନ୍ତୁ ପୁରା ଅପଡେଟ୍
ଆବେଦନ ପାଇଁ ଆଉ ରହିଲା ୪ ଦିନ
ଜାଣନ୍ତୁ ପୁରା ଅପଡେଟ୍
ପୁଣି ମିଳିବ ସୁଭଦ୍ରା ଟଙ୍କା। ପଞ୍ଚମ କିସ୍ତି ଶିଘ୍ର ପାଇବେ ହିତାଧିକାରୀ। ତେବେ କେବେ ମିଳିବ ଏବଂ ଯେଉଁମାନେ ପାଇନାହାନ୍ତି ୪ ଦିନ ଭିତରେ ଆବେଦନ ନକଲେ ଆଉ ହେବନି ବୋଲି ଏଭଳି କିଛି ଖବର ବର୍ତ୍ତମାନ ସାମ୍ନାକୁ ଆସିଛି। ରାଜ୍ୟ ସରକାରଙ୍କ ଫ୍ଲାଗସିପ୍ ସ୍କିମ୍ ସୁଭଦ୍ରା ଯୋଜନାରେ ୪ର୍ଥ କିସ୍ତି ଟଙ୍କା ହିତାଧିକାରୀଙ୍କ ଖାତାକୁ ଆସିସାରିଛି । ୪ଟି କିସ୍ତିରେ ମୋଟ ୨୦ ହଜାର ଟଙ୍କା ପାଇସାରିଛନ୍ତି ୧ କୋଟିରୁ ଅଧିକ ହିତାଧିକାରୀ । ଏବେ ୫ମ କିସ୍ତିକୁ ଅପେକ୍ଷା କରିଛନ୍ତି ମହିଳା । ଓଡ଼ିଶାରେ ପ୍ରଥମ ଥର ପାଇଁ ବିଜେପି ସରକାର ଗଠନ କରିବା ପରେ ଫ୍ଲାଗସିପ୍ ଯୋଜନାରେ ସୁଭଦ୍ରାର ଶୁଭାରମ୍ଭ କରାଯାଇଥିଲା । ରାଜ୍ୟର ଏକ କୋଟିରୁ ଅଧିକ ମହିଳାଙ୍କୁ ଆର୍ଥିକ ଭାବେ ସ୍ବାବଲମ୍ବୀ କରିବା ଉଦ୍ଦେଶ୍ୟରେ ଏଭଳି ଯୋଜନା ହାତକୁ ନେଇଥିଲେ ରାଜ୍ୟର ମୋହନ ମାଝୀ ସରକାର । ଏହି ଯୋଜନା ବେଶ୍ ଲୋକାଭିମୁଖି ମଧ୍ୟ ହୋଇଥିଲା ।
ଗତ ମାର୍ଚ୍ଚ ୮ ତାରିଖ ଅର୍ଥାତ ମହିଳା ଦିବସ ଅବସରରେ ରାଜ୍ୟର କୋଟିଏରୁ ଅଧିକ ହିତାଧିକାରୀଙ୍କ ଖାତାକୁ ଆସିଥିଲା ସୁଭଦ୍ରା ଯୋଜନା ଟଙ୍କା ।ତେବେ ୫ମ କିସ୍ତି ଟଙ୍କା କେବେ ଆସିବ? କେଉଁମାନେ ପାଇବେ? ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ସୁଭଦ୍ରା ଯୋଜନା ଟଙ୍କା ପହଞ୍ଚାଇବା ନେଇ ପୂର୍ବରୁ ବି ଘୋଷଣା କରିସାରିଛନ୍ତି ରାଜ୍ୟ ସରକାର ।ବର୍ଷକୁ ଦୁଇଟି କିସ୍ତିରେ ସୁଭଦ୍ରା ଟଙ୍କା ପଠାଉଛନ୍ତି ରାଜ୍ୟ ସରକାର । ଗୋଟିଏ କିସ୍ତି ମହିଳା ଦିବସ ଓ ଅନ୍ୟଟି ରାକ୍ଷୀ ପୂର୍ଣ୍ଣିମା ଦିନ ଆସୁଛି । ତେବେ ଆସନ୍ତା ରାକ୍ଷୀ ପୂର୍ଣ୍ଣିମାରେ ସୁଭଦ୍ରା ଯୋଜନାର ୫ମ କିସ୍ତି ଟଙ୍କା ଖାତାକୁ ଆସିବ । ମହିଳା ଦିବସରେ ମିଳିଥିଲା ୪ର୍ଥ କିସ୍ତି ଟଙ୍କା ।ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ଯେଭଳି ଭାବେ ସୁଭଦ୍ରା ପହଞ୍ଚିବ ସେ ନେଇ ଯୋଜନାକୁ କ୍ରିୟାନ୍ବୟନ କରିବାକୁ ଲଗାତାର ଭାବେ ପ୍ରୟାସ କରିଛନ୍ତି ସରକାର ।
ଏଥିସହ ପଢ଼ନ୍ତୁ: ସୁଭଦ୍ରାକୁ ନେଇ ଆସିଲା ବଡ଼ ଅପଡେଟ୍, ୫ ଦିନ ବଢ଼ିପାରେ ଫର୍ମ ପୂରଣ ଅବଧି
ଆସନ୍ତା ଅଗଷ୍ଟ ୨୮ ତାରିଖରେ ପୁଣି ୫ ହଜାର ଟଙ୍କା ଲେଖାଏ ପାଇବେ ସୁଭଦ୍ରା ହିତାଧିକାରୀ । ତେବେ ନୂଆ ହିତାଧିକାରୀ ଆବେଦନ କରିବାକୁ ଏବେ ସୁବର୍ଣ୍ଣ ସୁଯୋଗ ରହିଛି । ଏପ୍ରିଲ ୩୦ ତାରିଖ ପରେ ଆଉ ଆବେଦନ କରିପାରିବେ ନାହିଁ ।ଏବେ ନୂଆକରି ଆବେଦନ ଜାରି ରହିଛି । ଯେଉଁମାନଙ୍କର ବୟସ ହୋଇଯାଇଛି ସେମାନେ ଆସନ୍ତା ଏପ୍ରିଲ ୩୦ ତାରିଖ ଯାଏ ଆବେଦନ କରିପାରିବେ । ଅର୍ଥାତ ଆଉ ୪ ଦିନ ଭିତରେ ଆବେଦନ କରିବାକୁ ପଡିବ । ତାପରେ ଆଉ ଆବେଦନ କରିହେବ ନାହିଁ । ଏବେ ସୁଭଦ୍ରା ଆବେଦନ କରିବାକୁ ପୋର୍ଟାଲ ଖୋଲା ରହିଛି । ଯେଉଁମାନେ ଯୋଗ୍ୟ ଏବଂ ସରକାରଙ୍କ ଦ୍ବାରା ନିର୍ଦ୍ଧାରିତ ବୟସ ହୋଇଯାଇଛି ସେମାନେ ଆବେଦନ କରିପାରିବେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପୂର୍ବରୁ ୪ଟି କିସ୍ତିରେ ମୋଟ ୨୦ ହଜାର ଟଙ୍କା ଲେଖାଏଁ ପାଇ ସାରିଛନ୍ତି ରାଜ୍ୟର ୧ କୋଟିରୁ ଅଧିକ ମହିଳା । କିନ୍ତୁ ଅଯୋଗ୍ୟ ହିତାଧିକାରୀଙ୍କୁ ଏଥିରୁ ବାଦ୍ ଦେଇଛନ୍ତି ରାଜ୍ୟ ସରକାର । ପରେ ପୁନଃସମୀକ୍ଷା ବେଳେ କିଛି ହିତାଧିକାରୀଙ୍କୁ ପୁଣି ଥରେ ସୁଭଦ୍ରା ଯୋଜନାରେ ସାମିଲ କରାଯାଇଥିଲା ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
Related Topics
Explore more stories