|
logo
Live

Argus News - ଆଜିଠୁ ଆୟୋଜିତ ହେବ ‘ସୁଭଦ୍ରା ସ୍ବାଗତ ସପ୍ତାହ’

Odisha

ଆଜିଠୁ ଆୟୋଜିତ ହେବ ‘ସୁଭଦ୍ରା ସ୍ବାଗତ ସପ୍ତାହ’

Ritu Das
Browse all articles by Ritu Das
·1 year ago
ଆଜିଠୁ ଆୟୋଜିତ ହେବ ‘ସୁଭଦ୍ରା ସ୍ବାଗତ ସପ୍ତାହ’

ଅର୍ଗସ ବ୍ୟୁରୋ: ଆଜିଠୁ ଏକ ସପ୍ତାହ ପର୍ଯ୍ୟନ୍ତ ଆୟୋଜିତ ହେବ ‘ସୁଭଦ୍ରା ସ୍ବାଗତ ସପ୍ତାହ’ । ରାଜ୍ୟରେ ସୁଭଦ୍ରା ଫର୍ମ ବିତରଣ ଓ ପଞ୍ଜୀକରଣ ଜୋରସୋର ଆଗେଇ ଚାଲିଛି । ସମଗ୍ର ରାଜ୍ୟରେ ଆଜି ସୁଦ୍ଧା 45 ଲକ୍ଷ ଫର୍ମ ହେଲାଣି ପଞ୍ଜୀକରଣ ହୋଇସାରିଛି । ଯୋଜନା ସମ୍ବନ୍ଧୀୟ ଜନସଚେତନତା ସୃଷ୍ଟି ପାଇଁ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ପ୍ରତି ବ୍ଲକ ଓ ପଞ୍ଚାୟତରେ ‘ସୁଭଦ୍ରା ସ୍ବାଗତ ସପ୍ତାହ’ର ଆୟୋଜନ କରାଯିବ। 

ଯେଉଁଥିରେ ପ୍ରତି ପଞ୍ଚାୟତରେ ‘ପଥପ୍ରାନ୍ତ ନାଟକ’ ଆଦିର ଆୟୋଜନ କରାଯିବ । ଏହା ସହ ଚିତ୍ରାଙ୍କନ, କୁଇଜ ପ୍ରତିଯୋଗିତା ମାଧ୍ୟମରେ ସଚେତନ କରାଯିବ । ପ୍ରତି ଅଞ୍ଚଳର ସଫଳ ମହିଳାଙ୍କୁ ‘ସୁଭଦ୍ରା ଅପା’ର ଆଖ୍ୟା ଦିଆଯିବ । ‘ସୁଭଦ୍ରା ଅପା’ର କାହାଣୀକୁ ‘ମୋ ସୁଭଦ୍ରା ଷ୍ଟୋରି’ ଭାବେ ପ୍ରଚାର କରାଯିବ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଆଜିଠୁ ଆୟୋଜିତ ହେବ ‘ସୁଭଦ୍ରା ସ୍ବାଗତ ସପ୍ତାହ’ | Argus News