Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

"ସୁଭଦ୍ରା ଯୋଜନାରେ ତ୍ରୁଟିଥିଲେ ଫୋନ ଯିବ"- ପ୍ରଭାତୀ ପରିଡା

Swayangprajna Mishra
Browse all articles by Swayangprajna Mishra
·1 year ago
"ସୁଭଦ୍ରା ଯୋଜନାରେ ତ୍ରୁଟିଥିଲେ ଫୋନ ଯିବ"- ପ୍ରଭାତୀ ପରିଡା

ଅର୍ଗସ ବ୍ୟୁରୋ : ସୁଭଦ୍ରା ଯୋଜନା ଶେଷ ହିତାଧିକାରୀ ପର୍ଯ୍ୟନ୍ତ ପହଁଚିବ । ଆହୁରି ଗୋଟେ ପର୍ଯ୍ୟାୟ ଆରମ୍ଭ ହେବ । ତାରିଖ ଖୁବ୍‌ ଜଲଦି ଘୋଷଣା ହେବ । କୋଟିଏ ୬୦ ହଜାର ରେଜିଷ୍ଟ୍ରେସନ ସରିଛି । ଦେବା ପାଇଁ ଅର୍ଥର କମି ନାହିଁ । ତେଣୁ ଯୋଗ୍ୟ ହିତାଧିକାରୀଙ୍କୁ ଦେଖି ଯୋଜନା ଦିଆଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

ଅଧିକ ପଢନ୍ତୁ : ଆସିଲା ସୁଭଦ୍ରା ଟଙ୍କା : ଦ୍ଵିତୀୟ ପର୍ଯ୍ୟାୟରେ ୩୫ ଲକ୍ଷ ହିତାଧିକାରୀ ପାଇଲେ ପ୍ରଥମ କିସ୍ତି

ତୃତୀୟ ପର୍ଯ୍ୟାୟ ବେଳେ ଯେଉଁ ମାନଙ୍କ ସୁଭଦ୍ରା ଯୋଜନାରେ ଫର୍ମ ପକେଇଥିଲେ କଟିଯାଇଥିବ, ସେମାନଙ୍କ ପାଖକୁ ଫୋନ୍‌ ଯିବ । ବ୍ଲକ ସ୍ତରରେ ଯାଞ୍ଚ ହେବ । ସମସ୍ତଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରାଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Subhadra Yojana will reach the last beneficiary said pravati parida | Argus News