Videos
|
Odisha

ଖୁବଶୀଘ୍ର ଆସିବ ସୁଭଦ୍ରାର ନୂଆ ଗାଇଡଲାଇନ୍ :- ପ୍ରଭାତୀ ପରିଡା

Swayangprajna Mishra
Browse all articles by Swayangprajna Mishra
·1 year ago
ଖୁବଶୀଘ୍ର ଆସିବ ସୁଭଦ୍ରାର ନୂଆ ଗାଇଡଲାଇନ୍ :- ପ୍ରଭାତୀ ପରିଡା

ଅର୍ଗସ ବ୍ୟୁରୋ :  ସୁଭଦ୍ରାର ଗାଇଡ ଲାଇନ ପୁଣି ତିଆରି ହେବ। ଅଯୋଗ୍ୟ ହୋଇଥିବା ହିତାଧିକାରୀଙ୍କୁ କିଭଳି ପୁଣି ଥରେ କିଭଳି ସାମିଲ କରାଯିବ। ସେନେଇ ନୂଆ ଗାଇଡ ହେବ।ଦିନ ୩ଟା ରେ ଏନେଇ ନେଇ ବସିବ ବିଭାଗର ବୈଠକସୁଭଦ୍ରାରେ ଅଯୋଗ୍ୟ ଘୋଷିତ ହେଇଥିବା ଦୁଇ ଲକ୍ଷ୍ୟ ୬୭ ହଜାର ରେଜେକ୍ଟ ଲିଷ୍ଟ ଉପରେ ଆଲୋଚନା ହେବ।

ଅଧିକ ପଢନ୍ତୁ : ଉପମୁଖ୍ୟମନ୍ତ୍ରୀଙ୍କ ଘୋଷଣା,ତୃତୀୟ ପର୍ଯ୍ୟାୟରେ ଅଙ୍ଗନବାଡ଼ି କର୍ମୀଙ୍କୁ ମିଳିବ ସୁଭଦ୍ରା ଟଙ୍କା 

କେଉଁ ଆଧାରରେ କେମିତି  ସେମାନଙ୍କର ଭେରିଫାଇ କରାଯିବ ସେନେଇ ନିଷ୍ପତ୍ତି ହେବ। ରିଜେକ୍ଟ ଲିଷ୍ଟ ଆବେଦାନକାରୀଙ୍କ ଉପରେ ପୁନଃ ବିଚାର କରାଯିବ। ଆଉ ଖୁବଶୀଘ୍ର ପ୍ରଥମ କିସ୍ତିର ତ୍ରୁତ୍ରିୟ ପର୍ଯ୍ୟାୟ ଟଙ୍କା ଆସିବ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Subhadra's new guidelines will be coming soon:- pravati parida | Argus News