Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News -   `ସୁବିଧା' ନାମକ ଡିଜିଟାଲ ଆପ ଜରିଆରେ ପ୍ରାର୍ଥୀ ପତ୍ର ଦାଖଲ 

Odisha

  `ସୁବିଧା' ନାମକ ଡିଜିଟାଲ ଆପ ଜରିଆରେ ପ୍ରାର୍ଥୀ ପତ୍ର ଦାଖଲ 

Manini Pattanayak
Browse all articles by Manini Pattanayak
·2 years ago
  `ସୁବିଧା' ନାମକ ଡିଜିଟାଲ ଆପ ଜରିଆରେ ପ୍ରାର୍ଥୀ ପତ୍ର ଦାଖଲ 

ଖୋର୍ଦ୍ଧା: ସାଧାରଣ ନିର୍ବାଚନ ବିଗୁଲ ବାଜିବା ପରେ ତତ୍ପର ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ । ଜିଲ୍ଲାରେ ୧୮ଲକ୍ଷ ୬୫ ହଜାର ମତଦାତା ଲାଗି ୧ହଜାର୯୦୭ଟି ବୁଥ କେନ୍ଦ୍ର ସ୍ଥାପନ ହୋଇଛି। ଚଳିତ ନିର୍ବାଚନରେ ମହିଳାମାନଙ୍କ ଦ୍ଵାରା ସଂପୂର୍ଣ୍ଣ ଭାବେ ପରିଚାଳିତ ହେବ ୫୨୪ଟି ସଖି ବୁଥ । ପ୍ରାର୍ଥୀମାନେ `ସୁବିଧା' ନାମକ ଡିଜିଟାଲ ଆପ ଜରିଆରେ ପ୍ରାର୍ଥୀ ପତ୍ର ଦାଖଲ କରିବେ ।

 ୮୫ବର୍ଷ ରୁ  ଭୋଟର ଙ୍କୁ ଉତ୍ସାହିତ କରିବାକୁ ପ୍ରଶାସନ ପକ୍ଷ ରୁ ବିଶେଷ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସବୁ ଦଳର ସମସ୍ତ ପ୍ରାର୍ଥୀଙ୍କ କ୍ଷେତ୍ରରେ ସଂପୂର୍ଣ୍ଣ ନିରପେକ୍ଷତା ଅବଲମ୍ବନ କରାଯାଇଛି। ୧୬ତାରିଖ ରୁ ନିର୍ବାଚନ ଆଚରଣ ବିଧି ଲାଗିଥିବାରୁ ଜିଲ୍ଲାରେ ୨୮ଟି ଫ୍ଲାଇଙ୍ଗ ସ୍କ୍ବାର୍ଡ ଟିମ୍ ତଦାରଖ କରୁଛନ୍ତି ବୋଲି ଜିଲ୍ଲା ନିର୍ବାଚନ ଅଧିକାରୀ ଚଞ୍ଚଳ ରଣା ଏକ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି ।

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Submission of candidate letter through digital app called ``Suvidha'' in khordha | Argus News