Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଅନ୍ତର୍ଜାତୀୟ ବାଲୁକା କଳା ଚାମ୍ପିଅନସିପରେ ସ୍ୱର୍ଣ୍ଣ ପଦକ ଜିତିଲେ ସୁଦର୍ଶନ

Banajyotshna Ray
Browse all articles by Banajyotshna Ray
·2 years ago
ଅନ୍ତର୍ଜାତୀୟ ବାଲୁକା କଳା ଚାମ୍ପିଅନସିପରେ ସ୍ୱର୍ଣ୍ଣ ପଦକ ଜିତିଲେ ସୁଦର୍ଶନ

ଅର୍ଗସ ବ୍ୟୁରୋ:  ପ୍ରସିଦ୍ଧ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କୁ ସ୍ୱର୍ଣ୍ଣ ପଦକ । ଅନ୍ତର୍ଜାତୀୟ ସ୍ତରୀୟ ବାଲୁକା କଳା ଚାମ୍ପିଅନସିପରେ ପାଇଲେ ସ୍ବର୍ଣ୍ଣ ପଦକ । ରୁଷର ସେଣ୍ଟ ପିଟର୍ସବର୍ଗରେ ଏହି ଇଣ୍ଟରନ୍ୟାସନାଲ ସ୍ୟାଣ୍ଡ ସ୍କଲ୍ପଚର ଚାମ୍ପିଅନସିପ ହୋଇଥିଲା । ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଭକ୍ତ ବଳରାମ ଦାସଙ୍କ ଉପରେ ଆଧାରିତ ବାଳୁକା କଳା ନିର୍ମାଣ କରି ସ୍ବର୍ଣ୍ଣ ପଦକ ଜିତିଛନ୍ତି ସୁଦର୍ଶନ। ସଫଳତା ପରେ ରୁଷରେ ଅବସ୍ଥାପିତ ଭାରତୀୟ ଦୂତାବାସ ସମେତ ବିଭିନ୍ନ ମହଲରୁ ଛୁଟୁଛି ଶୁଭେଛାର ସୁଅ । ସେପଟେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ସୁଦର୍ଶନଙ୍କୁ ଜଣାଇଛନ୍ତି ଶୁଭେଚ୍ଛା ବାର୍ତ୍ତା ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Sudarshan won the gold medal in the International Sand Art Championship | Argus News