Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପବିତ୍ର ଜନ୍ମାଷ୍ଟମୀ ଅବସରରେ ପୁରୀ ବେଳାଭୂମିରେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକାକଳା

Ritu Das
Browse all articles by Ritu Das
·1 year ago
ପବିତ୍ର ଜନ୍ମାଷ୍ଟମୀ ଅବସରରେ ପୁରୀ ବେଳାଭୂମିରେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକାକଳା

ଅର୍ଗସ ବ୍ୟୁରୋ: ପବିତ୍ର ଜନ୍ମାଷ୍ଟମୀ ଅବସରରେ ପୁରୀ ବେଳାଭୂମିରେ ସୁନ୍ଦର ବାଲୁକାକଳା ନିର୍ମାଣ କରିଛନ୍ତି ଆନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ l ଦେବକୀ ନନ୍ଦନଙ୍କର ଜନ୍ମଦିନ ପାଳନ ପୂର୍ବକ ସାରା ଦେଶରେ ଜନ୍ମାଷ୍ଟମୀ ପାଳନ କରାଯାଉଥିବା ବେଳେ କୃଷ୍ଣ ଜନ୍ମକୁ ସମସ୍ତେ ଅପେକ୍ଷା କରିଛନ୍ତି l 

ଏହି ଅବସରରେ ସୁଦର୍ଶନ ତାଙ୍କ ନିଆରା ବାଲୁକାକଳାରେ ଲହୁଣୀ ମାଟି ସରାକୁ ସ୍ଥାନ ଦେବାସହ ଜନ୍ମାଷ୍ଟମୀର ଶୁଭେଚ୍ଛା ଜ୍ଞାପନ କରିଛନ୍ତି l ଅନ୍ୟପଟେ ନିକଟରେ ଘଟିଥିବା କଲିକତା ଡାକ୍ତରୀ ଛାତ୍ରୀକୁ ଦୁଷ୍କର୍ମ ଘଟଣାକୁ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ଶ୍ରୀ ପଟ୍ଟନାୟକ ନିନ୍ଦା କରିବା ସହିତ  ଡାକ୍ତର ଓ ସାଧାରଣ ମହିଳାମାନେ ଭଗବାନ କୃଷ୍ଣକୁ ପ୍ରଣାମ କରି ଦୁଃଖ ଜଣାଇବା ସହ kill the evi ର ବାର୍ତ୍ତା ଦେଖିବାକୁ ମିଳିଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Sudharshan Patnaik's | Argus News