Videos
|
Odisha

ଗୋଟିଏ ପରିବାର ଦୁଇ ଭାଇ ଭଉଣୀ ଜୀବନ ହାରିଲେ

Manini Pattanayak
Browse all articles by Manini Pattanayak
·2 years ago
ଗୋଟିଏ ପରିବାର ଦୁଇ ଭାଇ ଭଉଣୀ ଜୀବନ ହାରିଲେ

 ଭଦ୍ରକ: ଗୋଟିଏ ପରିବାର ଭାଇ ଭଉଣୀ ଜୀବନ ହାରିଲେ । ଘରୋଇ କଳି କି ନେଇ ଭଦ୍ରକ ଧୂଷୁରୀ ଥାନା କୋଠାର ଗ୍ରାମର ବିଦ୍ୟାଧର ବେହେରାଙ୍କ ପୁଅ ଆଜି ସକାଳୁ ଆତ୍ମହତ୍ୟା କରିଥିବା ବେଳେ ତାଙ୍କ ବଡ଼ ଭାଇ ଝିଅ ରଶି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା। 

 କାରଣ କ'ଣ ବର୍ତ୍ତମାନ ସୁଦ୍ଧା ଜଣାପଡି ନଥିବା ବେଳେ ଘରୋଇ କଳି ପାଇଁ ଏଭଳି ଘଟଣା ଘଟିଥିବା ଅନୁମାନ କରାଯାଉଛି, ସେପଟେ ଘଟଣାସ୍ଥଳରେ ଧୂଷୁରୀ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଆତ୍ମହତ୍ୟା କରିଥିବା ଯୁବକ ଜଣଙ୍କ ନାମ ସନାତନ ବେହେରା ହୋଇଥିବା ବେଳେ ତାଙ୍କ ବଡ଼ ବାପାଙ୍କ ଝିଅ ନାମ ନିରୁପମା ବେହେରା। 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Suicide of a family brother and sister | Argus News