Videos
|
Odisha

ବିଜେଡିରୁ ଇସ୍ତଫା ଦେଲେ ଜିଲ୍ଲାର ବଡ଼ ବିଜେଡି ନେତ୍ରୀ ସୁଜାତା ପାଳ 

Manini Pattanayak
Browse all articles by Manini Pattanayak
·2 years ago
ବିଜେଡିରୁ ଇସ୍ତଫା ଦେଲେ ଜିଲ୍ଲାର ବଡ଼ ବିଜେଡି ନେତ୍ରୀ ସୁଜାତା ପାଳ 

ରାୟଗଡ଼ା: ରାୟଗଡ଼ା ବିଜେଡିରେ ବଡ଼ ବିଦ୍ରୋହ । ବିଜେଡିରୁ ଇସ୍ତଫା ଦେଇଛନ୍ତି ଜିଲ୍ଲାର ବଡ଼ ବିଜେଡି ନେତ୍ରୀ ସୁଜାତା ପାଳ। ରାଜ୍ୟ ମହିଳା ମୋର୍ଚ୍ଚାର ଉପସଭାନେତ୍ରୀ ସୁଜାତା ପାଳ ନିଜ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି । ବିଜେଡି ରାଜ୍ୟ ଉପସଭାପତି ଏନ ଭାସ୍କର ରାଓ ଏବଂ ରାୟଗଡ଼ା ଜିଲ୍ଲା ବିଜେଡି ସଭାପତି ସୁଧୀର ଦାସଙ୍କୁ ତାଙ୍କର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି ସୁଜାତା ପାଳ।

ସୁଜାତାଙ୍କ ସହ ରାୟଗଡ଼ା ପୌର ପରିଷଦର 21 ଜଣ ବିଜେଡି କାଉନସିଲର ମଧ୍ୟ ନିଜର ପଦ ସହ ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି । ଏମାନେ ମଧ୍ୟ ଇସ୍ତଫା ପତ୍ର ବିଜେଡି ରାଜ୍ୟ ଉପସଭାପତି ଏନ୍ ଭାସ୍କର ରାଓ ଓ ଜିଲ୍ଲା ବିଜେଡି ସଭାପତି ସୁଧୀର ଦାସଙ୍କୁ ଦେଇଛନ୍ତି । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sujata Pal, the senior BJD leader of the district, resigned from BJD | Argus News