Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

୬ ମାସ ଛୁଟିରେ ଗଲେ  ସୁଜାତା କାର୍ତ୍ତିକେୟନ

Manini Pattanayak
Browse all articles by Manini Pattanayak
·2 years ago
୬ ମାସ ଛୁଟିରେ ଗଲେ  ସୁଜାତା କାର୍ତ୍ତିକେୟନ

ଭୁବନେଶ୍ୱର: ୬ ମାସ ଛୁଟିରେ ଗଲେ  IAS କାର୍ତ୍ତିକେୟନ । ସୁଜାତା ହେଉଛନ୍ତି ଭିକେ ପାଣ୍ଡିଆନଙ୍କ ପତ୍ନି । ମେ' ୩୧ରୁ ଛୁଟିରେ ଯାଇଛନ୍ତି, ନଭେମ୍ବର  ୨୬ରେ ଫେରିବେ ।  କୁହାଯାଉଛି ୬ ମାସର ଚାଇଲ୍ଡ କେୟାର ଲିଭ୍‌ରେ ରହିଛନ୍ତି  ସୁଜାତା ।  ଝିଅର ଦଶମ ପରୀକ୍ଷା ପ୍ରସ୍ତୁତି ପାଇଁ ଛୁଟିରେ ରହିଛନ୍ତି ବୋଲି କୁହାଯାଉଛି।

 ଏପଟେ ନିର୍ବାଚନ ହାରିବା ପରେ ସ୍ୱାମୀ ଭିକେ ପାଣ୍ଡିଆନ ମଧ୍ୟ ଲୁଚିକି  ଓଡ଼ିଶାରୁ  ପଳାଇଛନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି। ନିକଟରେ ଏକ ଫ୍ଲାଇଟ୍‌ରେ ଯାଉଥିବାର ପାଣ୍ଡିଆନଙ୍କ ଫଟୋ ଭାଇରାଲ ହୋଇଥିଲା। ଏବେ  ପୁଣି ସୁଜାତା ମଧ୍ୟ  ୬ ମାସ ଛୁଟିରେ  ଯାଇଥିବା ଖବର ଆସିଛି। ତେବେ ପାଣ୍ଡିଆନ ଦମ୍ପତ୍ତି ଏବେ  ପରାଜୟ ପରେ ଓଡିଶାରୁ ଗାଏବ ବୋଲି ଚର୍ଚ୍ଚା ଜୋର୍‌ ଧରିଛି। 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Sujatha Karthikeyan went on 6 months leave | Argus News